Only for Entertainment

ଦୁଇ ଜଣ ପିଲା ମିଶି କଲେ ଏଭଳି ଡାନ୍ସ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ !

117

ସୋସିଆଲ ମିଡିଆ ଆସିବା ଦିନ ଠାରୁ କିଛି କିଛି ନା କିଛି ଭାଇରାଲ ହେବାରେ ଲାଗିଛି । ଏହି ସୋସିଆଲ ମିଡିଆ ଜରିଆରେ ଦୁର ଦୂରରେ ମଧ୍ୟ କିଛି ଭଲ ଟାଲେଂଟ ପହଂଚି ପାରୁଛି । ସେହିଭଳି ଏକ ନିଆରା ଡାନ୍ସ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକ ଦୋହଲି ଯାଇଛନ୍ତି । ଅଜବ ରହିଛି ଏହି ଡାନ୍ସ । ନିଆରା ଢଙ୍ଗରେ ଡାନ୍ସ କରୁଛନ୍ତି ଦୁଇ ଜଣ ପୁଅ । ଦେଖନ୍ତୁ ଭିଡିଓ-

ଲୋକଙ୍କୁ ଏହି ଡାନ୍ସ ଭିଡିଓ ଖୁବ ପସନ୍ଦ ଆସିଛି । ଯାହାର ଚର୍ଚ୍ଚା ଏବେ ସବୁଆଡେ ଜୋର ଧରିଛି । ତେବେ ଏହିଭଳି ଆଉ ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି ।

ଯଦି ଆପଣଙ୍କ ପାଖରେ ସେତିକି ସାହାସ ଅଛି, ତେବେ ଏଭଳି ଷ୍ଟେପ କରନ୍ତୁ । ମାତ୍ର ଆଘାତ ନ ଲାଗିଯାଉ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More