Only for Entertainment

ବିବାହ ସମାରୋହରେ ବରର ଅଜବ କାରନାମା, ସ୍ତ୍ରୀ ପରିବର୍ତ୍ତେ ଶାଳୀକୁ ପିନ୍ଧାଇଲେ ବରମାଳା, ଦେଖନ୍ତୁ ଭିଡିଓ…

FreakyFuntoosh
0 111

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣ ଦେଖିଲେ ହସି ହସି ବେଦମ ହୋଇଯିବେ । ଏହି ଭିଡିଓ ଏକ ବିବାହ ସମାରୋହର ଯେଉଁଥରେ କନ୍ୟା ବରକୁ ବରମାଳା ପିନ୍ଧାଉଛନ୍ତି । କିନ୍ତୁ ଯେତେବେଳେ ବରର ପାଳି ଆସୁଛି ସେତେବେଳେ ବରର ଏପରି କିଛି କରୁଛି ଯାହାକୁ ଦେଖି କନ୍ୟା ସହିତ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ବର ଏପରି କ’ଣ କରିଛି ? ଘଟଣାଟି କ’ଣ ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

ଲୋକେ ଏହି ଭିଡିଓକୁ ଦେଖିବାପରେ ମଜାଦାର କମେଣ୍ଟ କରୁଛନ୍ତି । ବଲିଉଡ ମହାନାୟକ ବିଗ୍ ବି ମଧ୍ୟ ଏହି ଭିଡିକୁ ଶେୟାର କରିଥିଲେ । ଶେୟାର କରି ସେ ଲେଖିଥିଲେ ‘ପରେ ଏହାର ପରିଣାମ କ’ଣ ହେଲା’ ।

ଏହି ଭିଡିଓକୁ ‘ବେଟୋଁ ସେ ପ୍ୟାରି ବେଟି ହୋତେ ହୈ’ ନାମକ ଫେସବୁକ ପେଜ୍ ଶେୟାର କରିଥିଲେ । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More