Only for Entertainment

ଟ୍ରେନର ଏସି କୋଚରେ ବହିବାକୁ ଲାଗିଲା ଝରଣା, ଭାଇରାଲ ହେଲା ଭିଡିଓ !

49

ବର୍ଷା କାରଣରୁ ମୁମ୍ବାଇରେ ଖୁବ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସୁଛି । ସେହିଭଳି ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଠାରେ ଆମେ କହି ରଖୁଛୁ ଯେ ଟ୍ରେନରୁ ଯେତେବେଳେ ଝରଣା ବହିବା ଆରମ୍ଭ ହୋଇଥିଲା ସବୁ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ପାଣି ଟ୍ରେନ ମଧ୍ୟକୁ ପ୍ରବେଶ କରୁଛି । ଏହି ପାଣି ଟ୍ରେନର ଏସି କୋଚରୁ ଆସୁଛି, ଯେଉଁଠାରେ ଯାତ୍ରୀ ବସିଛନ୍ତି ।

ମିଳିତ ସୂତ୍ର ମୁତାବକ ଏହି ଭିଡିଓ ୨୯ଜୁନରେ ଶେୟାର କରାଯାଇଥିଲା ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବାଙ୍ଗାଲୁରୁ ଠାରୁ ପାଟନାକୁ ଯାଇଥିବା ସଂଘମିତ୍ରା ଏକ୍ସପ୍ରେସ ଟ୍ରେନର ଦୃଶ୍ୟ ଅଟେ । ଯାହାର ଗଣତି ଟ୍ରେନର ସର୍ବୋଚ୍ଚ ଟ୍ରେନ ମଧ୍ୟରେ ହୋଇଥାଏ । ଭିଡିଓରେ ଆପଣ ଦେଖିପାରୁଥିବେ କିଭଳି ଏସି ଲଗାଇବା ପରେ ଏଥିରୁ ପାଣି ବାହାରିବା ଆରମ୍ଭ ହୋଇଥିଲା । ଦେଖନ୍ତୁ ଭିଡିଓ-

୪୫ସେକେଣ୍ଡେର ଏହି ଭିଡିଓରେ ପରିଷ୍କାର ଭାବେ ଦେଖିବାକୁ ମିଳିଛି ଯେ ଯାତ୍ରୀ ମାନେ ଛିଡା ହୋଇଛନ୍ତି ଏବଂ ପାଣି କାରଣରୁ ଯାହା ସିଟରେ ଜିନିଷ ରହିଛି ଯେପରିକି କମ୍ବଳ ସବୁ ଓଦା ହୋଇଯାଇଛି । ଏହି ଭିଡିଓ ଆସିବା ପରେ ଭାରତୀୟ ରେଳବାଇ ସୁବିଧା ଉପରେ ପ୍ରଶ୍ନବାଚୀ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More