Only for Entertainment

ନେଟଫ୍ଲିକ୍ସ ରେ ଏବେ ଦେଖିବାକୁ ମିଳିବ ନାହିଁ ଏହି ୱେବ ସିରିଜ, ସଫଳ ହୋଇଥିଲା ଦୁଇଟି ସିଜନ !

amarujala
30

ମାର୍ବଲର ଆମେରିକୀୟ ୱେବ ଟେଲିଭିଜନ ସିରିଜ ‘ଆୟରନ ଫିଷ୍ଟ’ର ତୃତୀୟ ସିରିଜ ଦେଖିବାକୁ ମିଳିବ ନାହିଁ । ଅସଲରେ , ନେଟଫ୍ଲିକ୍ସ ସିରିଜର ଦୁଇଟି ସିଜନ ପ୍ରସାରିତ କରିବା ପରେ ତୃତୀୟ ସିରିଜକୁ ରଦ୍ଧ କରିଛନ୍ତି । ସିରିଜରେ ଲିଡ ଅଭିନେତା ଫିନ ଜନ୍ସ ଏକ ସୁପରହିରୋ ଭୂମିକାରେ ନଜର ଆସିଥିଲେ , ଯାହାଙ୍କ ପାଖରେ ରହସ୍ୟମୟୀ ଶକ୍ତି ହେବା ସହ ମାର୍ଶଲ ଆଟରେ ମଧ୍ୟ ସେ ମାହିର ଅଟନ୍ତି । ସୁପରହିରୋଙ୍କ ରହସ୍ୟମୟୀ ଶକ୍ତି ହିଁ ଆଇରନ ଫିଷ୍ଟ ନାଁରେ ପରିଚିତ ।

ରିପୋର୍ଟ ମୁତାବକ ଏହାର ତୃତୀୟ ସିରିଜକୁ ପ୍ରସାରିତ କରିବା ଲାଗି ନେଟଫ୍ଲିକ୍ସ ମନା କରିଦେଇଛନ୍ତି । ଦର୍ଶକମାନେ ଏହି ସିରିଜର ଦୁଇଟି ଯାକ ସିଜନକୁ ଧନ୍ୟବାଦ କରିଛନ୍ତି ଏବଂ ସିରିଜ ସିନା ନେଟଫ୍ଲିକ୍ସରେ ଆସିନାହିଁ ମାତ୍ର ଆଇରନ ଫିଷ୍ଟଙ୍କ ଭୁମିକା ସବୁବେଳ ପାଇଁ ଅମର ରହିବ ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମ ସିଜନ ୨୦୧୭ରେ ନେଟଫ୍ଲିକ୍ସରେ ଦେଖା ଯାଇଥିଲା ଏବଂ ସେହି ସମୟରେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More