Only for Entertainment

ହିନ୍ଦୁ ପରମ୍ପରାରେ ରିପ୍ସିଙ୍କ ହାତ ଧରିଲେ ଶରଦ ମଲହୋତ୍ରା, ଦେଖନ୍ତୁ ବିବାହର କିଛି ଫଟୋ

bollywood life
45

ଟିଭିର ଜଣାଶୁଣା ଅଭିନେତା ଶରଦ ମଲହୋତ୍ରା ଶନିବାର ଅର୍ଥାତ ୨୦ ଏପ୍ରିଲରେ ରିପ୍ସି ଭାଟିାହ୍କ ସହିତ ବିବାହ ବନ୍ଧନରେ ବାନ୍ଦି ହୋଇଛନ୍ତି । ଏହି କପଲ ଦିନରେ ଶିଖ ରିତି ନିତିରେ ବିବାହ କରିଥିବା ବେଳେ ରାତିରେ ହିନ୍ଦୁ ରିତି ନିତିରେ ବିବାହ କରିଛନ୍ତି । ଏହି ବିବାହରେ ଦୁହିଁହ୍କ ପରିବାରର ସଦସ୍ୟଙ୍କ ବ୍ୟତିତ ଟିଭି ଦୁନିଆର କିଛି କଳାକାର ଉପସ୍ଥିତ ଥିଲେ । ତେବେ ଆସନ୍ତୁ ନଜର ପକାଇବା ଶରଦ-ରିପ୍ସିଙ୍କ ବିବାହର କିଛି ଫଟୋ ଉପରେ ।

ଦେଖନ୍ତୁ ଫଟୋ-

sharad-

 

View this post on Instagram

 

#glimpse of #RipSha @sharadmalhotra009 @ripci.bhatia #gurudwara #wedding ??❤❤❤ #RipShaKiShaadi o god dey r taking pheras :’)

A post shared by ?SSHARAD OUR ROCKSTAR? (@ssharadmalhotraa_fanclub) on

sarad 3

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More