Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

horoscope
0 37

ମେଷ: ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ସଫଳତା ମିଳିବ। ବୁଧ ଓ ଗୁରୁବାର: କିଛି ନୂଆ କାମ କରି ପାରନ୍ତି। ଶୁକ୍ର ଓ ଶନିବାର: କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିବ।

ବୃଷ: ରବି, ସୋମ ଓ ମଙ୍ଗଳବାର: ବଡ଼ କଂପାନି ସହିତ ସଉଦା କରିପାରନ୍ତି। ବୁଧ ଓ ଗୁରୁବାର: ନିଜର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। ଶୁକ୍ର ଓ ଶନିବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ।

ମିଥୁନ: ରବି, ସୋମ ଓ ମଙ୍ଗଳବାର: ଭାବିଥିବା କାମ ବିନା ବାଧାବିଘ୍ନରେ ସଂପନ୍ନ ହେବ। ବୁଧ ଓ ଗୁରୁବାର: ସାମାଜିକ ମେଳମିଳାପ ବଢ଼ିବ। ଶୁକ୍ର ଓ ଶନିବାର: କାମ ପ୍ରତି ସଚେତ ରହନ୍ତୁ।

କର୍କଟ: ରବି, ସୋମ ଓ ମଙ୍ଗବାର: ଆପଣଙ୍କୁ କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ବୁଧ ଓ ଗୁରୁବାର: ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ।

ସିଂହ: ରବି, ସୋମ ଓ ମଙ୍ଗଳବାର: ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ବୁଧ ଓ ଗୁରୁବାର: ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ଶୁକ୍ର ଓ ଶନିବାର: ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ।

କନ୍ୟା: ରବି, ସୋମ ଓ ମଙ୍ଗଳବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ବୁଧ ଓ ଗୁରୁବାର: କୌଣସି ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ। ଶୁକ୍ର ଓ ଶନିବାର: ଅଚାନକ ଧନଲାଭ ହେବ।

ତୁଳା: ରବି, ସୋମ ଓ ମଙ୍ଗଳବାର: ଚାକିରିରେ ବଡ଼ ସଫଳତା ମିଳିବ। ବୁଧ ଓ ଗୁରୁବାର: ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଶୁକ୍ର ଓ ଶନିବାର: ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୂରା ହେବ।

 

ବିଛା: ରବି, ସୋମ ଓ ମଙ୍ଗଳବାର: ପାରିବାରିକ ଜୀବନ ସୁଖ ଶାନ୍ତିରେ ଭରା ରହିବ। ବୁଧ ଓ ଗୁରୁବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଶୁକ୍ର ଓ ଶନିବାର: ବ୍ୟକ୍ତିତ୍ଵର ବିକାଶ ହେବ।

ଧନୁ: ରବି, ସୋମ ଓ ମଙ୍ଗଳବାର: ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ବୁଧ ଓ ଗୁରୁବାର: ଭାବିଥିବା କାମ ସହଜରେ ପୂରା ହେବ। ଶୁକ୍ର ଓ ଶନିବାର: ସମୟକୁ ସକାରାତ୍ମକ କାମରେ ବିନିଯୋଗ କରନ୍ତୁ।

ମକର: ରବି, ସୋମ ଓ ମଙ୍ଗଳବାର: କୌଣସି ମହତ୍ତ୍ୱପୂର୍ଣ୍ଣ ଫଇସଲା ନେଇପାରନ୍ତି। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ଅବରୋଧ ହୋଇପାରେ। ଶୁକ୍ର ଓ ଶନିବାର: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ।

କୁମ୍ଭ: ରବି, ସୋମ ଓ ମଙ୍ଗଳବାର: ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟର ବଡ଼ ସଉଦାରୁ ଲାଭ ହେବ। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

ମୀନ: ରବି, ସୋମ ଓ ମଙ୍ଗଳବାର: ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୁଧ ଓ ଗୁରୁବାର: ବେପାରରେ ଅଚାନକ ଫାଇଦା ହେବ। ଶୁକ୍ର ଓ ଶନିବାର: କଠିନ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More