Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

25

ମେଷ: ରବିବାର: କାରବାର ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ନୂଆ ଚାକିରି ମିଳିବାର ସମ୍ଭାବନା। ବୁଧ, ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ନୂଆ ବସ୍ତୁ କିଣିବେ।

ବୃଷ: ରବିବାର: ବଡ଼ କମ୍ପାନି ସହିତ ଡିଲ୍‌ କରିବେ। ସୋମ ଓ ମଙ୍ଗଳବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ଶନିବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ।

ମିଥୁନ: ରବିବାର: ଆୟର ନୂଆ ସ୍ରୋତ ଆସିପାରେ। ସୋମ ଓ ମଙ୍ଗଳବାର: ବାକ୍‌ସଂଯମ ରଖନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ। ଶନିବାର: ସମାଜରେ ମାନସମ୍ମାନ ପାଇବେ।

କର୍କଟ: ରବିବାର: କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ମିଳିପାରେ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସାମାଜିକ ମେଳ ମିଳାପ ବଢ଼ିବ। ଶନିବାର: ଦୀର୍ଘ ଦିନର ଚିନ୍ତା ଦୂର ହେବ।

ସି˚ହ: ରବିବାର: ଦାୟିତ୍ଵ ବଢ଼ିବ। ସୋମ ଓ ମଙ୍ଗଳବାର: ଅବସରର ଲାଭ ନିଅନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

କନ୍ୟା: ରବିବାର: ମନର ଆଶା ପୂରା ହେବ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୁଧ, ଗୁରୁ ଓ ଶୁକ୍ରବାର: ପ୍ରେମ ସମ୍ବନ୍ଧରେ ସଫଳତା ମିଳିପାରେ। ଶନିବାର: ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ।

ତୁଳା: ରବିବାର: ଚାକିରିରେ ବଡ଼ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ମନସ୍କାମନା ପୂରା ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶନିବାର: ସଞ୍ଚୟ ଅର୍ଥ ବୃଦ୍ଧି ହେବ।

ବିଛା: ରବିବାର: ଉପହାର ପାଇବେ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଶନିବାର: ବ୍ୟକ୍ତିତ୍ଵର ବିକାଶ ହେବ।

ଧନୁ: ରବିବାର: ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ। ସୋମ ଓ ମଙ୍ଗଳବାର: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ବୁଧ, ଗୁରୁ ଓ ଶୁକ୍ରବାର: ସ୍ଥିତି ଆପଣଙ୍କ ପକ୍ଷରେ ହେବ। ଶନିବାର: ଆୟ ବଢ଼ିବ।

ମକର: ରବିବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: କୌଣସି ମହତ୍ତ୍ୱପୂର୍ଣ୍ଣ ଫଇସଲା ନେଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର: ଆନନ୍ଦ ଅନୁଭବ କରିବେ। ଶନିବାର: ଧନଲାଭ ହେବ।

କୁମ୍ଭ: ରବିବାର: ବେପାରରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

ମୀନ: ରବିବାର: ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ସୋମ ଓ ମଙ୍ଗଳବାର: ଚାକିରିରେ ଦାୟିତ୍ଵ ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର: ବେପାରରେ ଅଚାନକ ଫାଇଦା ହେବ। ଶନିବାର: କାମରେ ସଫଳତା ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More