Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ ।

30

ରବି ଓ ସୋମବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ଚିନ୍ତା ମୁକ୍ତ ରହିବେ। ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ।

ରବି ଓ ସୋମବାର: ବଜାରରେ ବାକି ପଡ଼ିଥିବା ପଇସା ପାଇବେ। ମଙ୍ଗଳ ଓ ବୁଧବାର: ପରିଶ୍ରମର ପୂରା ଫଳ ମିଳିବ। ଗୁରୁ ଓ ଶୁକ୍ରବାର: ଘରକୁ ଅତିଥି ଆସିବେ। ଶନିବାର: ବନ୍ଧୁଙ୍କୁ ମନର କଥା କହିବେ।

ରବି ଓ ସୋମବାର: ବେପାରରେ ପ୍ରଚୁର ଲାଭ ପାଇବେ। ମଙ୍ଗଳ ଓ ବୁଧବାର: ମନରେ ନୂଆ ନୂଆ ବିଚାର ଆସିବ। ଗୁରୁ ଓ ଶୁକ୍ରବାର: ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ। ଶନିବାର: କାର୍ଯ୍ୟଭାର ବଢ଼ିବ।

ରବି ଓ ସୋମବାର: ବ୍ୟକ୍ତିତ୍ଵର ବିକାଶ ଲାଗି ବଢ଼ିଆ ସମୟ। ମଙ୍ଗଳ ଓ ବୁଧବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ ଓ ବୁଧବାର: ଦୀର୍ଘ ଦିନର କୌଣସି ଆଶା ପୂରା ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ସଂପର୍କ ନିବିଡ଼ ହେବ। ଶନିବାର: ଅଚାନକ ଧନଲାଭ ହେବ।

ରବି ଓ ସୋମବାର: ଭାବିଥିବା କାମ ପୂରା ହେବ। ମଙ୍ଗଳ ଓ ବୁଧବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ଗୁରୁ ଓ ଶୁକ୍ରବାର: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ମିଳିବ। ଶନିବାର: ସ୍ୱାସ୍ଥ୍ୟ ଖୁବ୍‌ ଭଲ ରହିବ।

ରବି ଓ ସୋମବାର: ଉନ୍ନତିର ନୂଆ ଦ୍ଵାର ଖୋଲିବ। ମଙ୍ଗଳ ଓ ବୁଧବାର: ବେପାରରେ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଧନପ୍ରାପ୍ତି। ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ରବି ଓ ସୋମବାର: କୌଣସି ବିଶେଷ କଥାର ସୂଚନା ମିଳିବ। ମଙ୍ଗଳ ଓ ବୁଧବାର: କ୍ୟାରିୟରରେ ଉନ୍ନତିର ସମ୍ଭାବନା। ଗୁରୁ ଓ ଶୁକ୍ରବାର: ରାଜନୀତିରେ ଲାଭ ମିଳିବ। ଶନିବାର: ଆନନ୍ଦ ଅନୁଭବ କରିବେ।

ରବି ଓ ସୋମବାର: ଅଫିସ୍‌ରେ ଖୁସିର ବାତାବରଣ ରହିବ। ମଙ୍ଗଳ ଓ ବୁଧବାର: ସବୁ କାମ ସକାରାତ୍ମକ ରୂପେ ପୂରା ହେବ। ଗୁରୁ ଓ ଶୁକ୍ରବାର: ନୂଆ ଲୋକଙ୍କ ସହିତ ଯୋଡ଼ିବେ। ଶନିବାର: ମହତ୍ତ୍ୱାକାଂକ୍ଷାକୁ ବଳ ମିଳିବ।

ରବି ଓ ସୋମବାର: ବ୍ୟବସାୟରେ ଫାଇଦା ମିଳିବ। ମଙ୍ଗଳ ଓ ବୁଧବାର: ଭ୍ରମଣ ଓ ମଉଜ ମଜଲିସରେ ମନ ଖୁସି ରହିବ। ଗୁରୁ ଓ ଶୁକ୍ରବାର: ଧନଲାଭ ଯୋଗ ରହିଛି। ଶନିବାର: ଧର୍ମକର୍ମରେ ରୁଚି ବଢ଼ିବ।

ରବି ଓ ସୋମବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ମଙ୍ଗଳ ଓ ବୁଧବାର: କାର୍ଯ୍ୟବ୍ୟସ୍ତତାରେ ରହିବେ। ଗୁରୁ ଓ ଶୁକ୍ରବାର: ବୀରତ୍ଵକୁ ବଳ ମିଳିବ। ଶନିବାର: କାରବାର ବୃଦ୍ଧି ହେବ।

ରବି ଓ ସୋମବାର: ଭାଗ୍ୟର ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର: ଅଚାନକ ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶନିବାର: ଉପହାର ପାଇ ଖୁସି ହେବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More