Only for Entertainment

ଏ ସପ୍ତାହର ରାଶିଫଳ

womens health
0 37

ରବି ଓ ସୋମବାର: ବେପାର ଓ ଚାକିରିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: ଦୂର ସ୍ଥାନକୁ ଯାତ୍ରା। ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବାର ସୁଯୋଗ ମିଳିବ। ଶନିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ।

ରବି ଓ ସୋମବାର: ମହତ୍ତ୍ୱାକାଂକ୍ଷାକୁ ବଳ ମିଳିବ। ମଙ୍ଗଳ ଓ ବୁଧବାର: ପରୋପକାରରେ ସମୟ ଦେବେ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ।

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ। ଗୁରୁ ଓ ଶୁକ୍ରବାର: ବଢ଼ିଆ ଚାକିରିର ପ୍ରସ୍ତାବ ମିଳିବ। ଶନିବାର: ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ

ରବି ଓ ସୋମବାର: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଗୁରୁ ଓ ଶୁକ୍ରବାର: ସ୍ଥଗିତ ଥିବା କାମ ପୂରା ହେବ। ଶନିବାର: ଆର୍ଥିକ ଲାଭ ହେବ

ରବି ଓ ସୋମବାର: ବିବାଦରୁ ମୁକ୍ତି ପାଇବେ। ମଙ୍ଗଳ ଓ ବୁଧବାର: କାରବାର ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ଆଳାପ ପାଇଁ ସମୟ ଭଲ। ଶନିବାର: ପରିଶ୍ରମର ଯଥେଷ୍ଟ ଫାଇଦା ମିଳିବ।

ରବି ଓ ସୋମବାର: କାମରେ ସଫଳତା। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଗୁରୁ ଓ ଶୁକ୍ରବାର: ଆପଣଙ୍କ ଇଚ୍ଛାନୁସାରେ କାମ କରିବେ। ଶନିବାର: ସତ୍ୟର ସାଥ୍‌ ଦେବେ।

ରବି ଓ ସୋମବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ମଙ୍ଗଳ ବୁଧବାର: ଯୋଜନା କ୍ରିୟାନ୍ଵିତ ହେବ। ଗୁରୁ ଓ ଶୁକ୍ରବାର: ରୋମାନ୍‌ସ୍‌ ପାଇଁ ଭଲ ସମୟ। ଶନିବାର: ଜମି ସଉଦାରୁ ଭଲ ଲାଭ ହେବ।

ରବି ଓ ସୋମବାର: ଘର ନିର୍ମାଣ ପାଇଁ ଯୋଜନା କରିବେ। ମଙ୍ଗଳ ଓ ବୁଧବାର: ନୂଆ ଅନୁବନ୍ଧ ମିଳିପାରେ। ଗୁରୁ ଓ ଶୁକ୍ରବାର: ମାନସମ୍ମାନ ଓ ଉପହାର ପାଇବେ। ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ରବି ଓ ସୋମବାର: କିଛିି ନୂଆ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳ ଓ ବୁଧବାର: ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ଗୁରୁ ଓ ଶୁକ୍ରବାର: ପ୍ରେମରେ ସଫଳତା ମିଳିବ। ଶନିବାର: ସ୍ଥଗିତ ଥିବା କାମ ପୂରା ହେବ।

ରବି ଓ ସୋମବାର: ଲାଭର ସ୍ଥିତି ହ୍ରାସ ହୋଇପାରେ। ମଙ୍ଗଳ ଓ ବୁଧବାର: ଅସମାପ୍ତ କାର୍ୟ୍ୟ ପୂରା ହେବ। ଗୁରୁ ଓ ଶୁକ୍ରବାର: ଚାକିରି ପାଇଁ ସମୟ ଅନୁକୂଳ ରହିବ। ଶନିବାର: ଆୟ ବୃଦ୍ଧି ହେବ।

ରବି ଓ ସୋମବାର: ସବୁ କାମ ସହଜରେ ହେବ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଗୁରୁ ଓ ଶୁକ୍ରବାର: ଅବସରର ଲାଭ ନିଅନ୍ତୁ। ଶନିବାର: ମନରେ କପଟଭାବ ଆସିପାରେ।

ରବି ଓ ସୋମବାର: ନୂଆ କାର୍ୟ୍ୟ ଚୁକ୍ତି କରିବେ। ମଙ୍ଗଳ ଓ ବୁଧବାର: ପ୍ରୟାସରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ଲୁଗାପଟା ଓ ଗହଣା କଣିପାରନ୍ତି। ଶନିବାର: ବ୍ୟବସାୟରେ ସଫଳତା ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More