Only for Entertainment

ଶୋଇବା ସମୟରେ ରହି ରହି ନିଃଶ୍ୱାସ ନେଉଥିଲେ ଜୀବନରେ ଆସିପାରେ ବଡ଼ ବିପଦ ।

Times of Malta
21

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛିଯେ ଶୋଇଥିବା ସମୟରେ ଯଦି ରହି ରହି ନିଃଶ୍ୱାସ ନେଉଛନ୍ତି ତେବେ ଏହା ମୃତ୍ୟୁର କାରଣ ହୋଇପାରେ ।ଏହା ଦ୍ୱାରା ମୃତ୍ୟୁ ସମ୍ଭାବନା ଅଧିକ ବଢିଯାଏ ।ଏହା ସ୍ଲିପ ଏପ୍ନିୟା ରୋଗ ଭାବରେ ଜଣାଶୁଣା ।

ଯେତେବେଳେ ଗଳାର ମାଂସପେଶୀ ଅନିୟମିତ ଭାବରେ କାର୍ଯ୍ୟ କରିବା ବନ୍ଦ କରିଦିଏ ଏହି ରୋଗ ହୋଇଥାଏ ।ଏହି ସ୍ଥିତିରେ ଉଚ୍ଚ ରକ୍ତଚାପ ଏବଂ ହୃଦୟ ସମ୍ବଦ୍ଧିତ ରୋଗ ହୋଇଥାଏ ।

ଆମେରିକାର ରେ ଆସିଷ୍ଟାଂଟ ପ୍ରୋଫେସର ମେଥ୍ୟୁ ବଟଲରଙ୍କ କହିବା ଅନୁସାରେ ଏହି ଗବେଷଣା ସ୍ଲିପ ଏପ୍ନିୟାକୁ ରୋକିବାରେ ସାହାଯ୍ୟ କରିପାରେ । ଗବେଷଣାରେ ୧୧ ବର୍ଷ ପାଇଁ ୫,୭୧୨ରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More