Only for Entertainment

କାନ ଫୋଡ଼ାଇବା ପଛରେ କ’ଣ ରହିଛି ଅସଲ କାରଣ? ଆପଣ ମଧ୍ୟ ଜାଣନ୍ତୁ

punjabkesari
53

ଆଜିକାଲି କେହି ନା କେହି କୌଣସି ଫ୍ୟାଶନକୁ ଅନୁସରଣ କରୁଛନ୍ତି । ଏହା ମଧ୍ୟରେ କେତେକ ଜିନିଷ ଏଭଳି ଅଛି ଯାହା କେବଳ ପ୍ୟାଶନ ପାଇଁ । କିନ୍ତୁ ତାହା ପଛରେ କ’ଣ କାରଣ ରହିଛି ତାହା ବିଷୟରେ ଅନେକ ଅଜ୍ଞାତ । ସେହିଭଳି ଏକ ଫ୍ୟାଶନ ହେଉଛି କାନ ଫୋଡ଼ାଇବା । ଏହା ପଛରେ କିନ୍ତୁ କିଛି ବୈଜ୍ଞାନିକ କାରଣ ରହିଛି ହୁଏତ ଆପଣ କମ ଜାଣିଥିବେ । ତେବେ କ’ଣ ରହିଛି ମାନ୍ୟତା ଏବଂ କାରଣ ଆସନ୍ତୁ ଆଲୋଚନା କରିବା ।

ବୈଜ୍ଞାନିକ କାରଣ ଅନୁସାରେ ଯେଉଁ ସ୍ଥାନରେ ଛିଦ୍ର କରାଯାଏ ସେଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଉପସ୍ଥିତ ଥାଏ । ପ୍ରଥମ ମାଷ୍ଟର ସେନ୍ସୋରିଅଲ ଏବଂ ଦ୍ୱିତୀୟଟି ମାଷ୍ଟର ସେରେବ୍ରଲ । ଏହା ଦ୍ୱାରା ଶୁଣିବାର କ୍ଷମତା ବଢିଥାଏ । କୁହାଯାଏ କାନ ଫୋଡ଼ାଇବା ସମୟରେ ଓସିଡି ଉପରେ ଏହାର ପ୍ରଭାବ ପଡ଼େ ଏବଂ କେତେକ ପ୍ରକାରର ମାନସିକ ରୋଗ ଠାରୁ ମୁକ୍ତି ମିଳେ ।

କୁହାଯାଏ କାନ ଫୋଡ଼ାଇଲେ ମସ୍ତିଷ୍କର କେତେକ ଅଂଶ ସକ୍ରିୟ ହୋଇଯାଏ । ଆଖିର କ୍ଷମତା ମଧ୍ୟ ଠିକ ରହେ । ବ୍ରେନ ପାୱାର ମଧ୍ୟ ବଢେ । ବାସ୍ତବରେ କାନର ତଳ ଭାଗରେ ଏକ ଅଂଶ ରହିଛି ଯାହା ଦବିବା ମାତ୍ରେ ଦୃଷ୍ଟି ଶକ୍ତି ବଢିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More