Only for Entertainment

ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର ହୋଇଥାନ୍ତି, ଡେଟ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ ।

VideoBlocks
0 51

ଆଜିକାଲିର ଆଧୁନିକ ସମାଜରେ ପୁଅ-ଝିଅ ପରସ୍ପରକୁ ଡେଟ କରିବା ପୂର୍ବରୁ ଅନେକ କଥା ପ୍ରତି ଧ୍ୟାନ ଦେଇଥାନ୍ତି । ଏପରି କି ଅନେକ ଲୋକ ସାଥୀଙ୍କ ନାମର ପ୍ରଥମ ଅକ୍ଷରକୁ ମଧ୍ୟ ନୋଟିସ କରିଥାନ୍ତି । ତେବେ ନାମର ପ୍ରଥମ ଅକ୍ଷର ବ୍ୟକ୍ତି ସ୍ୱଭାବ ବିଷୟରେ ଅନେକ କଥା କହିଥାଏ । ଯଦି ଆପଣ କୌଣସି ଝିଅକୁ ପ୍ରପୋଜ କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ତାଙ୍କ ନାମର ପ୍ରଥମ ଅକ୍ଷରକୁ ନିଶ୍ଚିତ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ ଏପରି ଝିଅଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯେଉଁମାନେ ଖୁବ ରାଗି ସ୍ୱଭାବର ହୋଇଥାନ୍ତି ।

  • ପି ନାମର ଝିଅ
    ଯେଉଁ ଝିଅଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ନିଜ ଦୁଃଖକୁ ଅନ୍ୟ ଆଗରେ ଶେୟାର କରନ୍ତି ନାହିଁ । ଏହି କାରଣରୁ ଏମାନଙ୍କୁ ଖୁବ ରାଗ ଆସିଥାଏ । ଏହା ବ୍ୟତିତ ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ ଖୁବ ଯତ୍ନବାନ ହୋଇଥାନ୍ତି ।
  • ଏଚ୍ ନାମର ଝିଅ
    ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅଙ୍କୁ ଖୁବ ଶୀଘ୍ର ରାଗ ଆସିଥାଏ । କିନ୍ତୁ ଏପରି ଝିଅମାନେ ନିଜ ପାର୍ଟନରଙ୍କୁ ଖୁବ ଭଲ ପାଇଥାନ୍ତି ।
  • ଏଲ ନାମର ଝିଅ
    ଏହି ଅକ୍ଷରୁ ନାଁ ଆରମ୍ଭ ହୋଇଥିବା ଝିଅମାନେ ରାଗିଲେ ନିଜର କ୍ଷତି କରିଥାନ୍ତି । ରାଗିଲେ ଏମାନେ ନିଜକୁ କାବୁ କରିପାରନ୍ତି ନାହିଁ ।
  • ବି ନାମର ଝିଅ
    ଯେଉଁ ଝିଅଙ୍କ ନାମ ବି ରୁ ଆରମ୍ଭ ହୋଇଥାଏ ହୃଦୟ ସଫା ଥାଏ କିନ୍ତୁ ଏମାନେ ନିଜର ରାଗକୁ ଅନ୍ୟ ଉପରେ ବାହାର କରିଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More