Only for Entertainment

ଯେତେବେଳେ ୪ଟି ସିଂହ ଏକା ସମୟରେ ରାସ୍ତାରେ ଚାଲିବା ଆରମ୍ଭ କଲେ ତା’ପରେ…. !

42

ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୩ଟି ସିଂହ ରାସ୍ତାରେ ଚାଲୁଥିବାର ନଜର ଆସିଛନ୍ତି । ସେମାନେ ଖୋଲାଖୋଲି ଭାବେ ରାସ୍ତାରେ ବୁଲୁଥିଲେ ଏବଂ ସେମାନଙ୍କ ପଛରେ କାର ଯାଉଥିଲା ।

ଆଶ୍ଚର୍ଯ୍ୟ ବିଷୟ ହେଉଛି ଏହି ଭିଡିଓ ‘Lions Of Kruger Park And Sabi Sand’ ନାମକ ପେଜରେ ଶେୟାର କରାଯାଇଥିଲା । ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ୨୦ଲକ୍ଷ ଲୋକ ଦେଖି ସାରିଲେଣି ।

ଏହି ଭିଡିଓ ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କର ଅଟେ । କେବଳ ଅଧ ଘଂଟାର ଏହି ଭିଡିଓ ଦେଖିବାକୁ ମିଳିଛି କେବଳ ଜଙ୍ଗଲ ରାଜା କୁହାଯାଉଥିବା ସିଂହ କିଭଳି ଏକ ବ୍ୟସ୍ତ ସଡକ ଉପରେ କବ୍ଚା କରିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More