Only for Entertainment

ଦିଶାଙ୍କ ପ୍ରକୃତ ନାମ କ’ଣ?ଦିଶା ପଟାନୀ ନା ଦିଶା ପାଟନୀ?

youtube
0 32

୩୦ ମାର୍ଚ୍ଚରେ ରିଲିଜ ହୋଇଥିବା ବାଗୀ ଟୁ ରେକର୍ଡ଼ କରିଛି । ତାହା ପୁଣି ଫିଲ୍ମର ରିଲିଜ ଦିନରୁ ସମ୍ଭବ ହୋଇଛି । ପ୍ରଥମ ଦିନ ୨୫ କୋଟି ରୋଜଗାର କରି ଫିଲ୍ମ ଏ ବର୍ଷର ସବୁଂଶରୁ ବଡ଼ ଓପନର ଭାବେ ପ୍ରମାଣିତ ହୋଇଛି । ପ୍ରଥମ ସପ୍ତାହରେ ଫିଲ୍ମ ୭୩ କୋଯି ଛୁଇଁଛି । ଏହି ମଧ୍ୟରେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଦିଶାଙ୍କ ସରନେମ । ତାହା ଦିଶା ପଟାନୀ ନା ଦିଶା ପାଟନୀ । ଏହାକୁ ନେଇ ଲୋକଙ୍କ ମନରେ କନଫ୍ୟୁଜନ ସୃଷ୍ଟି ହେଉଛି ।

ବାସ୍ତବରେ ଦିଶାଙ୍କ ସରନେମ କ’ଣ ଏହାକୁ ନେଇ ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି । କାରଣ କେତେକ ଇଂଟରଭ୍ୟୁରେ ଦେଖିବାକୁ ମିଳିଛିଯେ ଦିଶା ନିଜ ସର

ନେମ ପାଟନୀ କୁହନ୍ତି । କିନ୍ତୁ ଲୋକ ଏହାର ଭୁଲ ଉଚ୍ଚାରଣ କରୁଥିବା ନଜର ଆସିଛି ।
ଏକ ରେଡ଼ିଓ କାର୍ଯ୍ୟକ୍ରମରେ ନିଜ ଇେଂଟ୍ରାଡକ୍ସନ ଦେବା ସମୟରେ ଦିଶା କହିଥିଲେଯେ ତାଙ୍କ ପ୍ରକୃତ ନାମ ହେଉଚି ଦିଶା ପାଟନୀ । ତେବେ ଏଥିରେ କୌଣସି ସନ୍ଦେହ ରହିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More