Only for Entertainment

ନୂଆ ବର୍ଷରେ ଘରକୁ କିଭଳି କ୍ୟାଲେଣ୍ଡର ଆଣିବେ ।

istockphoto.com
27

ପୁରୁଣା ବର୍ଷ ସରିଗଲେ ନୂଆ ବର୍ଷ ଆଗମନ କରେ ଏବଂ ଧରାପୃଷ୍ଠ ସ୍ୱାଗତ କରନ୍ତି ପୁଲକିତ ମନରେ । ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖାଦିଏ ସମସ୍ତଙ୍କ ନିକଟରେ । ତେବେ ଏହି ମଧ୍ୟରେ ଘରକୁ ନୂଆ କ୍ୟାଲେଣ୍ଡର ମଧ୍ୟ ଅଣାଯାଏ । ତେବେ ଏହାକୁ ନେଇ ଏକ କଥା ରହିଛିଯେ ଘରକୁ କେଉଁଭଳି କ୍ୟାଲେଣ୍ଡର ଆଣିବା ଉଚିତ ଏବଂ କେଉଁଭଳି କ୍ୟାଲେଣ୍ଡର ଆଣିବା ଅନୁଚିତ । ଆପଣ ମଧ୍ୟ ଜାଣନ୍ତୁ ନୂଆ ବର୍ଷରେ ଘରକୁ କେଉଁଭଳି କ୍ୟାଲେଣ୍ଡର ଆଣିବେ ।

ଘର ହେଉ ବା ବ୍ୟବସାୟିକ ସ୍ଥାନ କ୍ୟାଲେଣ୍ଡରକୁ ଉତ୍ତର,ପୂର୍ବ ବା ପଶ୍ଚିମ ଦିଗରେ ଲଗାଇବା ଉଚିତ । ସୁନ୍ଦର ଚିତ୍ର ଥିବା କ୍ୟାଲେଣ୍ଡର ଲଗାନ୍ତୁ ଯାହାକୁ ଦେଖି ମନ ପ୍ରଫୁଲ୍ଲିତ ହେବ ଏବଂ ଶାନ୍ତ ମଧ୍ୟ ରହିବ ।କେବେ ହିଂସ୍ର ଜୀବଜନ୍ତୁଙ୍କ କ୍ୟାଲେଣ୍ଡର ଲଗାନ୍ତୁ ନାହିଁ,ଏହା ଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ ।

କେହି କେହି ନୂଆ କ୍ୟାଲେଣ୍ଡର ଲଗାନ୍ତି କିନ୍ତୁ ଏହା ପଛରେ ପୁରୁଣା କ୍ୟାଲେଣ୍ଡରକୁ ରଖିଥାନ୍ତି,କାରଣ ତାହା ସହିତ ସେମାନଙ୍କର କିଛି ଭାବନା ଯୋଡ଼ି ହୋଇ ରହିଥାଏ । ତେବେ ଏଭଳି କରିବା ଅନୁଚିତ । କାରଣ ଏହା ଦ୍ୱାରା ଅଶୁଭ ହୋଇଥାଏ । କ୍ୟାଲେଣ୍ଡରକୁ ଦକ୍ଷିଣ ଦିଗରେ ଲଗାଇବା ଦ୍ୱାରା ଜୀବନରେ ବିପଦ ଆସିଥାଏ । ଖରର ମୁଖିଆଙ୍କ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More