Only for Entertainment

ଜାହ୍ନବୀ,ସାରା ଏବଂ ଅନନ୍ୟାଙ୍କ ମଧ୍ୟରେ ସବୁଠାରୁ କିଏ ଭଲ ଅଭିନେତ୍ରୀ,କରଣ ଦେଲେ ଉତ୍ତର ।

DNA India
0 39

କରଣ ଜୋହର ଏବେ ବଲିଉଡର ଗଡ଼ଫାଦର ହୋଇ ସାରିଛନ୍ତି । ଜାହ୍ନବୀ କପୁରଙ୍କୁ ସେ ଫିଲ୍ମ ଧଡ଼କରେ ଲଂଚ କରି ସାରିଛନ୍ତି । କେବଳ ଜାହ୍ନବୀ କପୁର ନୁହଁନ୍ତି ବରଂ ଅନ୍ୟ କେତେକ ନୂଆ ଚେହେରାକୁ ମଧ୍ୟ ସେ ବଲିଉଡରେ ସ୍କ୍ରିନ ସେୟାର କରିବାର ସୁଯୋଗ ଦେଇଛନ୍ତି । ଏହି କାରଣରୁ କରଣ ଜୋହର ବଲିଉଡର ଜଣେ ଖୁବ ଜଣାଶୁଣା ପ୍ରଡ୍ୟୁସର ।

ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟର ଟୁ ଏବଂ ସାରା ଅଲି ଖାନ ଫିଲ୍ମ ସିମ୍ବାରେ ନଜର ଆସିବେ ।
ନିକଟରେ ଡାଏନା ପେଂଟି ଯେତେବେଳେ ଏକ ଶୋ’ରେ କରଣଙ୍କୁ ପ୍ରଶ୍ନ କଲେଯେ ଜାହ୍ନବୀ,ସାରା ଏବଂ ଅନନ୍ୟାଙ୍କ ମଧ୍ୟରେ ସବୁଠାରୁ କିଏ ଭଲ । କରଣ ଉତ୍ତର ସ୍ୱରୂପ କହିଲେଯେ ସମସ୍ତେ ଭଲ ଆକ୍ଟର । ଏମାନଙ୍କର ଭବିଷ୍ୟତ ମଧ୍ୟ ଖୁବ ଉଜ୍ୱଳ । ଏମାନଙ୍କ ମଧ୍ୟରେ କାହାକୁ ମଧ୍ୟ ତୁଳନା କରାଯାଇ ପାରିବ ନାହିଁ । ତେଣୁ ମୁଁ ଭାବୁନାହିଁଯେ ଏହି ପ୍ରଶ୍ନ ମୋତେ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More