Only for Entertainment

ବିବାହରେ ପୁଅ ଝିଅଙ୍କ ବୟସରେ କାହିଁକି ଦେଖାଯାଏ ଅନ୍ତର?

234

ଏହା ସମସ୍ତେ ଜାଣନ୍ତିଯେ ବିବାହରେ ପୁଅ ଝିଅ ଠାରୁ ବୟସରେ ବଡ଼ ହୋଇଥିବା ଉଚିତ । ପରମ୍ପରାକୁ ନେଇ ସମସ୍ତେ ଚଳି ଆସୁଛନ୍ତି । କିନ୍ତୁ ବାସ୍ତବରେ ଏଭଳି କାହିଁକି ହୋଇଥାଏ ତାହାର କାରଣ ଆପଣ ଜାଣିଛନ୍ତି କି?

 

କୁହାଯାଏଯେ ପୁଅଙ୍କ ଅପେକ୍ଷା ଝିଅମାନେ ଅଧିକ ମ୍ୟାଚୁଅର ହୋଇଥାନ୍ତି । ଏହି ମଧ୍ୟରେ ଯଦି ଦୁଇଜଣ ଗୋଟିଏ ବୟସର ହୋଇଥାନ୍ତି ତେବେ ଦୁଇଜଣଙ୍କର ଭାବନାର ତାଳମେଳ ରହିନଥାଏ । କେହି କାହାକୁ ଠିକ ଭାବରେ ବୁଝି ପାରନ୍ତି ନାହିଁ । ଏହା ଦ୍ୱାରା ଝଗଡ଼ା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ ।

 

ସମୟ ସହିତ ମହିଳାଙ୍କର ହେଉଥିବା ହରମୋନ ପରିବର୍ତ୍ତନରେ ସେମାନେ ପୁରୁଷଙ୍କ ଅପେକ୍ଷା ଅଧିକ ବୟସ୍କ ଅନୁଭବ ହୋଇଥାନ୍ତି । ପତି ଠାରୁ ଅଧିକ ବୟସ୍କ ଲାଗନ୍ତି । ତେଣୁ ୫ରୁ ୬ ବର୍ଷ ବଡ଼ ପୁଅ ସହିତ ଝିଅମାନେ ବିବାହ କରିଥାନ୍ତି । ଏହା ସହିତ ପୁରୁଷ ମହିଳାଙ୍କ ଠାରୁ ବୟସରେ ବଡ଼ ହେଲେ ଘର କାମରେ ମଧ୍ୟ ସାହାଯ୍ୟ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More