Only for Entertainment

୨.୦ରେ କାହିଁକି ନାହାଁନ୍ତି ଐଶ୍ଚର୍ଯ୍ୟା?

Mid-Day
52

ରଜନୀକାନ୍ତ ଷ୍ଟାରର ଫିଲ୍ମ ୨.୦ କିଛି ଦିନ ପରେ ସିନେମାଘରେ ରିଲିଜ ହେବାକୁ ଯାଉଛି ।ଏହି ଫିଲ୍ମ ରଜନୀକାନ୍ତଙ୍କ ସୁପରହିଟ ଫିଲ୍ମ ରୋବର୍ଟର ସିକ୍ୱେଲ ।ଫିଲ୍ମ ରୋବର୍ଟରେ ରଜନୀକାନ୍ତଙ୍କ ସହିତ ଐଶ୍ଚର୍ଯ୍ୟା ରାୟ ଅଭିନୟ କରିଥିଲେ ।ଦୁଇ ଜଣ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।ନିକଟରେ ଫିଲ୍ମର ନିର୍ଦ୍ଦେଶକ ଫିଲ୍ମରେ ଐଶ ନ ରହିଥିବାର କାରଣ କହିଛନ୍ତି ।

ମୁମ୍ବାଇର ଜୁହୁରେ ଏକ ମିଡିଆ ଇଂଟରାକ୍ସନରେ ଫିଲ୍ମରେ ନିର୍ଦ୍ଦେଶକ ଏସ ଶଙ୍କର କହିଛନ୍ତିଯେ ୨.୦ର କାହାଣୀ ସଂପୂର୍ଣ୍ଣ ଅଲଗା ।ଏହାର କାହାଣୀ ପୁରୁଣା ଫିଲ୍ମର କାହାଣୀ ଠାରୁ ମଧ୍ୟ ଖୁବ ଭିନ୍ନ ।

ଫିଲ୍ମ ଖୁବ ବଡ଼ ବଜେଟର ନିର୍ମାଣ ହୋଇଛି ।ଫିଲ୍ମର ବଜେଟ ହେଉଛି ପ୍ରାୟ ୫୫୦ କୋଟି ।ଫିଲ୍ମ ବହୁ ଦିନ ଚର୍ଚ୍ଚାରେ ରହିଛି ।ଦର୍ଶକ ପ୍ରଥମ ଥର ସାଉଥ ଫିଲ୍ମରେ ରଜନୀକାନ୍ତ ଏବଂ ଅକ୍ଷୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More