Only for Entertainment

ଖରାଦିବେ ବଢୁଛି ମାଇଗ୍ରେନ ଯନ୍ତ୍ରଣା? ଚୁଟକୀରେ ଦୂର କରିବ ଜେଜେମା’ଙ୍କ ଏହି ସରଳ ଘରୋଇ ଟିପ୍ସ ।

punjabkesari
45

ଖରାଦିନେ ଅଧକପାଳି ଭଳି ଯନ୍ତ୍ରଣାରେ ଏକାଧିକ ଲୋକ ପିଡ଼ିତ ହୋଇଥାନ୍ତି । ଏଥିପାଇଁ ବାରମ୍ବାର ଔଷଧ ମଧ୍ୟ ଖାଇବାକୁ ପଡ଼େ । କାରଣ ତାପମାତ୍ରା ବଢିବା ଏବଂ କମ ହେବା ଦ୍ୱାରା ଏହି ସମସ୍ୟା ଉତ୍ପନ୍ନ ହୋଇଥାଏ । ଏଥିରୁ ବଂଚିବା ପାଇଁ ଆବଶ୍ୟକ ଖାଦ୍ୟପେୟର ଉଚିତ ଯତ୍ନ ନେବା ।

ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଏହାର ଶୀକାର ହୋଇଥାନ୍ତି । ଏହାଦ୍ୱାରା ଚିନ୍ତାରେ ହର୍ମୋନାଲ ଇନବାଲାନ୍ସ ହୋଇଥାଏ ।
ଗରମରେ ଥଣ୍ଡା ଜିନିଷ ଖାଇଲେ ଶାନ୍ତି ମିଳିଥାଏ, କିନ୍ତୁ ଏହା ଦ୍ୱାରା ମାଇଗ୍ରେନ ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ଏକ୍ସରସାଇଜ ବ୍ୟତୀତ ଏହି ସସସ୍ତ ଜିନିଷ ତୁରନ୍ତ ଖାଆନ୍ତୁ ନାହିଁ । ମାଇଗ୍ରେନ ପିଡ଼ିତ ମାନେ ଚକଲେଟ ଠାରୁ ଦୂରେଇ ରହିବା ଉଚିତ । କେବଳ ଚକଲେଟ ନୁହେଁ ବରଂ ପନିର, ପିଜା ଏବଂ ଫାଷ୍ଟପୁଡ ମଧ୍ୟ ଏହି ସମସ୍ୟାକୁ ବଢାଇଥାଏ ।

ଅଧିକାଂଶ ବ୍ୟକ୍ତି ମୁଣ୍ଡ ବିନ୍ଧାରୁ ଦୂରେଇ ରହିବା ପାଇଁ ଚା କିମ୍ବା କଫି ପିଇଥାନ୍ତି । କିନ୍ତୁ ଏହା ମାଇଗ୍ରେନ ସମସ୍ୟାକୁ ବଢାଇଥାଏ ।

ମାଇାଗ୍ରେନରୁ ବଂଚିବା ପାଇଁ ରାତିରେ ଶୋଇବା ପୂର୍ବରୁ ନାକରେ ଦୁଇ ଟୋପା ଦେଶୀ ଘିଅ ପକାଇ ଶୋଇଯାଆନ୍ତୁ ।

ମାଇଗ୍ରେନରୁ ମୁକ୍ତି ପାଇଁ ତୁରନ୍ତ ବରଫ ଘଷନ୍ତୁ । କିମ୍ବା ଟାୱେଲକୁ ସାମାନ୍ୟ ଗରମ ପାଣିରେ ବୁଡାଇ ବେକ ଉପରେ ରଖନ୍ତୁ ।

ଗରମ ପାଣିରେ ଅଲିଭ ତେଲ ପକାଇ ଟାୱେଲ ମଧ୍ୟରେ ୧୫ରୁ ୨୦ ମିନିଟ ଷ୍ଟିମ ନିଅନ୍ତୁ ।

ପତ୍ରକୋବିକୁ ବାଟି କାନ୍ଧ ଏବଂ ବେକରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ।

ଅତିଶୟ ଯନ୍ତ୍ରଣା ହେଉଥିଲେ ଗାଜର ରସକୁ ପିଅନ୍ତୁ । ତୁରନ୍ତ ମୁକ୍ତି ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More