Only for Entertainment

ସଂଧ୍ୟା ସମୟରେ କାହିଁକି ଘରେ ଆଲୋକ ଜଳାଇବା ଉଚିତ ।

Navbharat Times
34

ସୂର୍ଯ୍ୟାସ୍ତ ହେବାମାତ୍ରେ ଘରେ ଆଲୋକର କୌଣସି ବତୀ ବ୍ୟବହାର କରାଯାଏ । ଏଭଳି କାହିଁକି କରାଯାଏ । ହିନ୍ଦୁ ଧର୍ମ ଅନୁସାରେ ଘର କେବେ ମଧ୍ୟ ଅନ୍ଧାର ନ ହେବା ଉଚିତ । କାରଣ ଏହାଦ୍ୱାରା ଖରାପ ଶକ୍ତି ସକ୍ରିୟ ହୋଇଯାଆନ୍ତି । ସକାଳ ସମୟରେ ଏହା ହୁଏ ନାହିଁ କାରଣ ସୂର୍ଯ୍ୟଙ୍କ ଆଲୋକ ପଡ଼ିଥାଏ ।

ସନାତନଧର୍ମୀ ଲୋକଙ୍କ ଘରେ ସବୁବେଳେ ଆଲୋକ ଜଳୁଥାଏ । କାରଣ ବୟସ୍କ ବ୍ୟକ୍ତି କୁହନ୍ତି ଘରେ ସବୁବେଳେ ଆଲୋକ ଜଳାଇ ରଖିଲେ ସୁଖ ସମୃଦ୍ଧି ବଢିଥାଏ ।

ଘରେ ଶୁଦ୍ଧ ସୋରିଷ ତେଲରେ ଦୀପ ଲଗାଇବା ଦ୍ୱାରା ଖରାପ ଶକ୍ତି ନଷ୍ଟ ହୋଇଯାଏ ।

ତେଲରେ ଜଳୁଥିବା ଦୀପର ପ୍ରଭାବ ଲିଭିବାର ଅଧଘଂଟା ପର୍ଯ୍ୟନ୍ତ ରହିଥାଏ । ଘିଅରେ ଜଳୁଥିବା ଦୀପ ଲିଭିବାର ୪ ଘଂଟା ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ । ଦୀପର ଶୀଖାକୁ ପୂର୍ବ ଦିଗକୁ କରି ରଖିଲେ ଆୟୁଷ ବୃଦ୍ଧି ହୋଇଥାଏ । ଉତ୍ତର ଦିଜକୁ ରଖିଲେ ଧନ ଓ ପ୍ରସନ୍ନତା ବୃଦ୍ଧି ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More