Only for Entertainment

ଯେତେବେଳେ ସିଂହ ପାଖରେ ପହଂଚିଲେ ବ୍ୟକ୍ତି ଜଣକ, ତା’ପରେ କଣ ହେଲା ଦେଖନ୍ତୁ ।

khabar ndtv
0 65

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ବ୍ୟକ୍ତି ସିଂହ ଥିବା ସ୍ଥାନକୁ ଚାଲିଯାଇଛନ୍ତି । ଯେତେବେଳେ ସେ ସିଂହ ତାଙ୍କୁ ଦେଖିଦେଲା ସେ ଦୌଡିବା ଆରମ୍ଭ କରିଥିଲେ ମାତ୍ର ସିଂହ ତାଙ୍କୁ ଧରିନେଉଛି । ସିଂହ ଆକ୍ରମଣରେ ସେହି ବ୍ୟକ୍ତି ଜଣକ ସ୍ଥିତି ଗମ୍ଭୀର ଅଛି । ଡେଲିମେଲ ଖବର ମୁତାବକ, ଏହି ଭିଡିଓ ୨୮ଅପ୍ରେଲରେ ସାଉଥଆଫ୍ରିକାସ୍ଥିତ ମାରାକେଲେ ପ୍ରିଡେଟର ପାର୍କର ରେକର୍ଡ ।

ଭିଡିଓରେ ସିଂହ ତାଙ୍କୁ ଭିଡି ନେଇ ଜଙ୍ଗଲ ଭିତରକୁ ଚାଲିଗଲା । ଏହାଦେଖି ବାହାରେ ଥିବା ଲୋକ ସାହାଯ୍ୟ ମାଗିଥିଲେ । ଦ ସନ ଖବର ମୁତାବକ, ସିଂହ ଯେଉଁ ବ୍ୟକ୍ତି ଜଣକ ଉପରେ ଆକ୍ରମଣ କରିଛି ସେ ବ୍ୟକ୍ତି ଜଣକ ପାର୍କ ମାଲିକ ବୋଲି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More