Only for Entertainment

୧୪ ଫେବୃୟାରୀକୁ ବିବାହ ବନ୍ଧନରେ ବାନ୍ଧି ହେବେ ନେହା କକ୍କର ଏବଂ ଆଦିତ୍ୟ ନାରାୟଣ, ଭିଡ଼ିଓ ନଦେଖିଲେ ବିଶ୍ୱାସ ହେବନି

119

ସିଙ୍ଗର ନେହା କକ୍କର ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି । କାରଣ ମଧ୍ୟ ଆମେ ଆପଣଙ୍କୁ ଜଣାଇଥିଲୁ । ଆଜ୍ଞା ହଁ ନେହା କକ୍କରଙ୍କ ସହିତ ଆଦିତ୍ୟ ନାରାୟଣଙ୍କ ବିବାହ କଥା ଚାରିଆଡ଼େ ଚର୍ଚ୍ଚା । ଏହିଥର ସାମ୍ନାକୁ ଆସିଥିବା ଭିଡ଼ିଓ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

 


ବାସ୍ତବରେ ଇଣ୍ଡିଆନ ଆଇଡଲ ଶୋ’ରେ ପହଂଚିଛନ୍ତି ନେହା କକ୍କରଙ୍କ ମା ଓ ବାପା । ଏହା ସହିତ ଆଦିତ୍ୟ ନାରାୟଣଙ୍କ ବାପା ଓ ମାଆ । ସମସ୍ତେ ମିଶି ୧୪ ଫେବୃୟାରୀକୁ ନେହା ଏବଂ ଆଦିତ୍ୟଙ୍କ ବିବାହ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଏହି କଥାରେ ଆଦିତ୍ୟ ଖୁସି ଥିବା ସମୟରେ ନେହା ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତେବେ କେବଳ ସେତିକି ନୁହେଁ ଆଦିତ୍ୟଙ୍କ ମା ନେହାଙ୍କୁ ଖୁବ ପସନ୍ଦ କରୁଥିବା କହିଛନ୍ତି ଏବଂ ଆଦିତ୍ୟ ମଧ୍ୟ ଘରେ ନେହାଙ୍କ ବିଷୟରେ କୁହନ୍ତି ବୋଲି ମଧ୍ୟ ଜଣାଇଛନ୍ତି । ତେବେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More