Only for Entertainment

କୋ-ଷ୍ଟାର ସହିତ କ୍ରେଜି ହେଲେ ପ୍ରିୟା ପ୍ରକାଶ ୱାରିଅର, ଭାଇରାଲ ହେଲା ଲିପଲକ୍………………………

bollywood tadka
428

ଇଂଟରନେଟ ସେନସେସନ ବା ମଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅରଙ୍କ ଫଟୋ ବା ଭିଡ଼ିଓ ଇଂଟରନେଟକୁ ଆସିବା ମାତ୍ରେ ଭାଇରାଲ ହୋଇଯାଏ । ଫିଲ୍ମ ଓରୁ ଅଦା ଔର ଲଭ’ରେ ଫେସିଆଲ ଏକ୍ସପ୍ରେସନ ଦେଇ ସାଧାରଣ ଦର୍ଶକଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ଋଷି କପୂରଙ୍କୁ ମଧ୍ୟ ପାଗଳ କରି ଦେଇଥିଲେ ପ୍ରିୟା । ଯାହାପରେ ସେ ସମସ୍ତଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ହୋଇ ଯାଇଥିଲେ । ସେହି ଦିନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରିୟାଙ୍କର କୌଣସି ମଧ୍ୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ ।

 

 

View this post on Instagram

 

Tb to this “ithenthinte kunjade?” moment with my fav @sinu_sidharth

A post shared by Priya Prakash Varrier? (@priya.p.varrier) on

ନିକଟରେ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ପ୍ରିୟା ତାଙ୍କ କୋ-ଷ୍ଟାର ସହିତ ନଜର ଆସିଛନ୍ତି । ସବୁଠାରୁ ଖାସ କଥା ହେଉଛି ଭିଡ଼ିଓରେ ମଜାଦାର ଜିନିଷ ଦେଖିବାକୁ ମିଳିଛି । ପ୍ରଥମେ ଆପଣ ଭାବିବେ ପ୍ରିୟା ଲିପଲକ କରିବାକୁ ଯାଉଛନ୍ତି, କିନ୍ତୁ ତାଙ୍କ କୋ-ଷ୍ଟାର ହଠାତ ବଟଲରୁ ପାଣି ପିଉଛନ୍ତି, ଯାହା ଭାଇରାଲ ହେବା ପାଇଁ କିଛି କମ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More