Only for Entertainment

ଜାଣନ୍ତୁ କିଏ ହେଲେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର ସିଜନ ୪ର ବିଜେତା ।

amarujala
0 42

ହାଇଦ୍ରାବାଦର ୮ ବର୍ଷର ଜିୟା ଠାକୁର ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର ସିଜନ ୪ର କ୍ରାଉନକୁ ନିଜ ନାମରେ କରି ସାରିଛନ୍ତି । ଏହି ଶୋ’ରେ ଜିୟାଙ୍କ ମେଂଟର ବୈଷ୍ଣବୀ ପାଟିଲ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ ମାଷ୍ଟର ସିଜନ ୪ର ବିଜୟିନୀ ହୋଇଥିଲେ ।

ରବିବାରକୁ ଏହି ଶୋ’ର ଶେଷ ଏପିସୋଡ ପ୍ରସାରିତ କରାଯାଇଥିଲା । ବିଜୟିନୀ ହିସାବରେ ଜିୟାଙ୍କୁ ୫ ଲକ୍ଷ ପ୍ରଦାନ କରାଗଲା । ତେବେ ଫିନାଲେ ପାଇଁ ଜିୟା ଖୁବ ପରିଶ୍ରମ କରିଥିଲେ । ଫିନାଲେରେ ଜିୟାଙ୍କ ସହିତ ଏପି ରକର୍ସ,ମାନ ଅମିତ,ଉର୍ବା ଭବସାର ତମନ ଗମନୁ ମଧ୍ୟ ସାମିଲ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More