Only for Entertainment

ଶୀତଦିନରେ ସକାଳ ଖରା ।

RollOutdoors
50

ଶୀତଦିନେ ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ ଖରାରେ ଅତିକମ୍‌ରେ ୫ ମିନିଟ୍‌ ପାଇଁ ବସିଲେ ଶରୀର ଫୁର୍ତ୍ତି ହୋଇଥାଏ। ସବୁ କାମ କରିବାକୁ ଆଗ୍ରହ ପ୍ରକାଶ ପାଇଥାଏ। -ଖରାରେ ବସୁଥିବା ବ୍ୟକ୍ତିଙ୍କ ଶରୀରରୁ ସହଜରେ ଅଦରକାରୀ କୋଲେଷ୍ଟ୍ରଲ ବାହାରି ଯାଇଥାଏ। ଫଳରେ ହୃଦରୋଗ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ। -ଶୀତଦିନେ ସକାଳେ ଖରାରେ ବସିଲେ ବ୍ରଣ ସମସ୍ୟା ଓ ସ୍କିନ୍‌ ଇନଫେକ୍ସନ୍‌ ହୋଇ ନ ଥାଏ। -ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। -ମେଟାବୋଲିଜିମ୍‌ ନାମକ ହରମୋନ ତିଆରି ହୋଇଥାଏ ଯାହା ରାତିରେ ନିଦ ହେଉ ନ ଥିଲେ ନିଦ୍ରାହୀନତା ସମସ୍ୟାକୁ ଠିକ୍‌ କରିଦେଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More