Only for Entertainment

୨୦ ଜଣ ଭୂତଙ୍କ ସହିତ ଶାରୀରିକ ସଂପର୍କ ରଖିଛନ୍ତି ମହିଳା,ଏଭଳି ବଖାଣିଲେ ପରବର୍ତ୍ତୀ କଥା ।

punjab kesari
33

ଇଂଲଣ୍ଡରେ କିଛି ଦିନ ପୂର୍ବରୁ ୨୦ ଜଣକ ଭୂତଙ୍କ ସହିତ ସମ୍ବଦ୍ଧ ରଖିଥିବା ଦାବି କରିଥିବା ମହିଳା ଏମେଥିଷ୍ଟ ରେଲ୍ସ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି କଥା କହିଛନ୍ତି । ସେ ଭୂତଙ୍କ ସହିତ ଶାରୀରିକ ସମ୍ବଦ୍ଧ ରଖିଥିବା ଅନୁଭବ ବଖାଣିବା ସହିତ କହିଲେଯେ ଏହା ତାଙ୍କୁ କୌଣସି ବ୍ୟକ୍ତିଙ୍କ ସହିତ ସେକ୍ସ କରିବାର ଅନୁଭବ ଅପେକ୍ଷା ଅଧିକ ସନ୍ତୁଷ୍ଟ ଅନୁଭବ ହୋଇଥାଏ । ରେଲ୍ସ ଦାବି କରିଛନ୍ତିସେ ଗତ ୯ ମାସ ହେବ ତାଙ୍କର ଜଣେ ଭୂତ ପ୍ରେମୀଙ୍କ ସହିତ ରହୁଛନ୍ତି ।ତାଙ୍କ କହିବା ଅନୁସାରେ ପ୍ରଥମ ଥର ସେ ଭୂତର ସ୍ୱର ଶୁଣିଲେ ଏବଂ ଭୂତ ତାଙ୍କୁ ବିବାହ କରିବାକୁ ପ୍ରପୋଜ କଲା ।ତାଙ୍କ କହିବା ଅନୁସାରେ ସେ ଭୂତ ସହିତ ବିବାହ କରିବାକୁ ଯାଉଛନ୍ତି ।

ତେବେ ସେହି ପ୍ରେମୀ ଭୂତ ପୁରୁଷ ନା ମହିଳା ସେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି । ରେଲ୍ସ କହିଛନ୍ତିଯେ ସମ୍ବଦ୍ଧ ରଖିବା ସମୟରେ ଭୂତର ଓଜନ ଏବଂ ବଳର ଅନୁଭବ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More