Only for Entertainment

ବରୁଣଙ୍କ ଉପରେ ଚଢିଲା ବିଶ୍ୱ କପ ଫିଭର, ଟିମ ଇଣ୍ଡିଆକୁ କଲେ ଏଭଳି ଚିୟର ।

18

ୱାର୍ଲଡ କପ ୨୦୧୯ ଇଂଲଣ୍ଡରେ ୩୦ ମଇକୁ ଆରମ୍ଭ ହେବାକୁ ଯାଉଛି । ସାରା ଦେଶକୁ ଚଢିଛି ୱାର୍ଲଡ କପର ଫିଭର । ଏଥିରୁ ବାଦ ପଡ଼ିନାହାଁନ୍ତି ବଲିଉଡ ଆକ୍ଟର ବରୁଣ ଧାୱନ । ସେ ମଧ୍ୟ ଟିମ ଇଣ୍ଡିଆକୁ ୱାର୍ଲଡ କପ ପାଇଁ ଚିୟର କରୁଛନ୍ତି । ଅଭିନେତ୍ରୀ ଶ୍ରଦ୍ଧା କପୂର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ବରୁଣ ଧାୱନଙ୍କ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ଟିମ ଇଣ୍ଡିଆକୁ ବରୁଣ ଚିୟର କରୁଥିବାର ଦୃଶ୍ୟ ନଜର ଆସିଛି ।

 

 

View this post on Instagram

 

@varundvn #varundhawan #StreetDancer3D #SD3 #ShraddhaKapoor #Remodsouza

A post shared by Entertainment Fan Page (@facc2911) on

ଭିଡ଼ିଓରେ ବରୁଣ କହୁଛନ୍ତି ଜିତେଗା ଭାଇ ଜିତେଗା, ଇଣ୍ଡିଆ ଜିତେଗା । କୁହ ଭାରତ ମାତା କି ଜୟ । ତେବେ ବରୁଣ ମଧ୍ୟ ଏହାକୁ ନେଇ ଜବରଦସ୍ତ ଉତ୍ସାହ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆରେ ବରୁଣଙ୍କ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି ।

 

 

View this post on Instagram

 

A new world #streetdancer3d

A post shared by Varun Dhawan (@varundvn) on

ବରୁଣଙ୍କ ଅପକମିଂ ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର ଥ୍ରିଡି’ର ପ୍ରଥମ ଲୁକ ରିଲିଜ ହୋଇଛି । ଫିଲ୍ମ ୧୪ ଜାନୁୟାରୀ ୨୦୨୦କୁ ସିନେମାଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More