Only for Entertainment

ଆଇଏମଡିବି ଅନୁସାରେ ୨୦୧୯ର ସବୁଠାରୁ ୧୦ଟି ବିଫଳ ଫିଲ୍ମ !

25

୨୦୧୯ର ସଫଳ ଫିଲ୍ମ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ ଏବଂ ଅନ୍ଧାଧୁନ ପରେ ଏଭଳି ଫିଲ୍ମ ରିଲିଜ ହୋଇଛି ଯାହା ବକ୍ସଅଫିସରେ ନିଜର କମାଲ ଦେଖାଇବାରେ ଅସଫଳ ହୋଇଛନ୍ତି । ଆଇଏମଡିବି ଅନୁସାରେ ପାଗଲପନ୍ତି ଏବଂ କଲଙ୍କ ଭଳି ଫିଲ୍ମ ବକ୍ସଅଫିସରେ କମାଲ ଦେଖାଇପାରିନଥିଲେ, ଯାହା ଦର୍ଶକଙ୍କୁ ପସନ୍ଦ ଆସିନଥିଲା । ବର୍ଷ ଶେଷ ହୋଇ ଆସୁଥିବା ବେଳେ ଚାଲନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ –

୧: କଲଙ୍କ
ଆଇଏମଡିବି ରେଟିଂ: ୩.୬
ଏହି ଫିଲ୍ମ ମଲ୍ଟି ଷ୍ଟାରର ଫିଲ୍ମ । ଯେଉଁଥିରେ ସ୍ୱାଧୀନତା ପୂର୍ବର ଏକ କାହାଣୀ ଦେଖିବାକୁ ମିଳିଥିଲା । ପ୍ରେମ, ବିଦ୍ରୋହ.ଦ୍ୱେଷ ଏବଂ କ୍ରୋଧ ଫିଲ୍ମରେ ଭରି ରହିଥିଲା । ମାତ୍ର ଏହି ଫିଲ୍ମ ଦର୍ଶକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିପାରିନଥିଲା ।

୨: ପଲ ପଲ ଦିଲ କେ ପାସ
ଆଇଏମଡିବି ରେଟିଂ: ୪.୬
ଏହି ପ୍ରେମ କାହାଣୀ ଭରା ଫିଲ୍ମରେ ସନି ଦେଓଲ ନିର୍ଦ୍ଦେଶନା ଭାର ତୁଲାଇଥିଲେ ଏବଂ ଏଥିରେ ତାଙ୍କ ପୁଅକୁ ଡେବ୍ୟୁ କରାଇଥିଲେ ।

୩: ଟୋଟାଲ ଧମାଲ
ଆଇଏମଡିବି ରେଟିଂ: ୪.୩
ଟୋଟାଲ ଧମାଲ ଏକ କମେଡି ଫିଲ୍ମ ଥିଲା , ଯାହା ଧମାଲ ସିରିଜର ୩ୟ ଫିଲ୍ମ ଥିଲା ।

୪: ଷ୍ଟୁଡେଂଟ ଅଫ ଦ ଇୟର୨
ଆଇଏମଡିବି: ୨.୫
ଏହି ଫିଲ୍ମର ପୂର୍ବ ଫିଲ୍ମ ବଲିଉଡ ପରଦାରେ ହିଟ ହୋଇଥିବା ବେଳେ, ଏହି ପାର୍ଟ ୨ ଦର୍ଶକଙ୍କୁ ଏତେମାତ୍ରାର ପସନ୍ଦ ଆସିପାରିନଥିଲା ।

୫: ହାଉସଫୁଲ୪
ଆଇଏମଡିବି: ୩.୪
ଏହି ଫିଲ୍ମ ଆକ୍ସନ କମେଡି ଫିଲ୍ମ ଥିଲା । ଏହାର ଆଗରୁ ମଧ୍ୟ ଆହୁରି ୩ଟି ଫିଲ୍ମ ଆସିଥିଲା । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ମାତ୍ର ହାଉସଫୁଲ୪ଦର୍ଶକଙ୍କ ମନ ଏତେମାତ୍ରାରେ କିଣି ପାରିନଥିଲା ।

୬: ଡ୍ରାଇଭ
ଆଇଏମଡିବି:୨.୪
ଏହି ଆକ୍ସନ ଥ୍ରିଲର ଫିଲ୍ମ ଭୟଙ୍କର ଷ୍ଟଂଟ ସବୁ ଦେଖିବାକୁ ମିଳିଥିଲା । କିନ୍ତୁ ଏହାମଧ୍ୟ ଦର୍ଶକଙ୍କ ମନକୁ ଏତେମାତ୍ରାରେ ଛୁଇଁ ପାରିନାହିଁ ।

୭: ଜବରିୟା ଯୋଡି
ଆଇଏମଡିବି: ୪.୨

୮: ନୋଟବୁକ
ଆଇଏମଡିବି : ୬.୮

୯: ଏକ ଲଡକି କୋ ଦେଖା ତୋ ଐସା ଲଗା
ଆଇଏମଡିବି: ୫.୫

୧୦: ପାଗଲପନ୍ତି
ଆଇଏମଡିବି: ୨.୮

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More