Get notified of new messages
Turn on desktop notifications
Search or start new chat
Mansi Kanaknews
1:19 PM
Video
lipi nana
Saturday
Gote powder sesa
Sasmita Mam
Sunday
Kashvi Student
Sunday
Okk
Bapi_ Rahama
Sunday
+91 82491 58917
Sunday
What's up
Prajna Rout
Sunday
Ohh
Jyochhna Kural
Sunday
Mo jhiari
Rajalaxmi
Sunday
U talk
Rekha Atr News
yesterday
Asunu kebe room ku
F I L
yesterday
ଦଶନ୍ଧିର ସବୁଠୁ ବଡ ଚନ୍ଦ୍ର ଗ୍ରହଣ ଆସନ୍ତାକାଲି 15.07.2019 ଭୁବନେଶ୍ବର : ଦଶନ୍ଧିର ସବୁଠୁ ବଡ ଚନ୍ଦ୍ର ଗ୍ରହଣ (ଆସନ୍ତାକାଲି) ଜୁଲାଇ ୧୬ ମଙ୍ଗଳବାରରେ ଦୃଶ୍ୟମାନ ହେବ।  ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସମେତ ବିଶ୍ୱର ଅଧିକାଂଶ ଅଂଚଳରେ ଦୃଶ୍ୟମାନ ହେବ । ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହେବ। ଏହି ଗ୍ରହଣ ମଧ୍ୟ ରାତ୍ରିରୁ ଆରମ୍ଭ ହେବ। ଏହା ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ ମହାଦେଶରେ ଦେଖିବାକୁ ମିଳିବ। ତେବେ ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇନାହିଁ । କେତେବେଳେ ଲାଗିବ ଚନ୍ଦ୍ର ଗ୍ରହଣ: ମଙ୍ଗଳବାର ଜୁଲାଇ ୧୬ ତାରିଖ ମଧ୍ୟ ରାତ୍ରି ୧ ଘଟିକା ୩୨ ମିନିଟ ସମୟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ବୁଧବାର ସକାଳ ୪ ଘଟିକା ୩୧ମିନିଟ ସମୟ ରେ ଏହା ସର୍ବମୋକ୍ଷ ହେବ। ଏହି ସମୟ ରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ । ଚନ୍ଦ୍ରମା ଉପରେ ଲାଗୁଥିବା ଏହି ପୂରା ପ୍ରକ୍ରିୟାକୁ ନାଶା ପକ୍ଷରୁ ସବୁଠାରୁ ଚମକଦାର ଶୋ’ ବୋଲି କୁହାଯାଇଛି । ଏହି ସମୟରେ ଚନ୍ଦ୍ର ଓ ପୃଥିବୀ ନିକଟରେ ରହିବାରୁ ଏହାକୁ ’ସୁପରମୁନ’ କୁହାଯାଇଛି । ଏହି ଗ୍ରହଣ ମଧ୍ୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଆମେରିକା,  ୟୁରୋପ ଓ ଆଫ୍ରିକାରେ ଦେଖିବାକୁ ମିଳିବ । ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ: ଚନ୍ଦ୍ର ଗ୍ରହଣ ସମୟ ରେ ଆପଣ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ କି କୌଣସି ଖାଦ୍ୟ ରୋଷେଇ କରିବେ ନାହିଁ। ଏହି ସମୟରେ ଆପଣ ନିଜ ପୂଜା ଘରକୁ ବା ଠାକୁରଙ୍କୁ କପଡାରେ ଢାଙ୍କି ରଖନ୍ତୁ। ଖାଦ୍ୟ ଜିନିଷ ଯେପରି ଭାତ, କ୍ଷୀର ଆଦିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ। ଚନ୍ଦ୍ର ଗ୍ରହଣ ସମୟ ରେ ଘରୁ ବାହାରକୁ ଯିବେ ନାହିଁ। ଖାଲି ଆଖିରେ ଚନ୍ଦ୍ର ଗ୍ରହଣ ଦେଖିବେ ନାହିଁ। ଏହି ସମୟ ରେ ଭଗବାନଙ୍କର ନାମ ସ୍ମରଣ କରିବା ଉଚିତ। ଚନ୍ଦ୍ର ଗ୍ରହଣ ସମୟ ଏକ ଅଶୁଭ ସମୟ ହେଇଥାଏ। ଏହି ସମୟ ରେ ଚନ୍ଦ୍ରଙ୍କର କିରଣ ନକରାତ୍ମକ ଶକ୍ତିରେ ପରିପୂର୍ଣ ରହିଥାଏ। ଜାଣନ୍ତୁ ଆପଣଙ୍କ ପାଇଁ ଏହା ଶୁଭ ନା ଅଶୁଭ: ହିନ୍ଦୁ ଧର୍ମ ଗ୍ରନ୍ଥରେ ଗ୍ରହଣ କୁ ଅଶୁଭ ସମୟ ବୋଲି ମାନ୍ୟତା ରହିଛି। ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ଆପଣଙ୍କ କୁଣ୍ଡଳୀରେ ସବୁ ଗ୍ରହ ଶାନ୍ତ ରହିଥାନ୍ତି। ତେଣୁ ଆପଣ ଏହି ସମୟ ରେ ଚାଉଳ, ତମ୍ବା ଓ ତେଲ ଦାନ କରିପାରିବେ। ଗ୍ରହଣ ଶେଷ ହେବା ପରେ ଆପଣ ସ୍ନାନ କରନ୍ତୁ। ଘରକୁ ମଧ୍ୟ ସଫା କରନ୍ତୁ। ଘରର ମନ୍ଦିରରେ ପୂଜା କରିବା ପୂର୍ବରୁ ସେହି ସ୍ଥାନକୁ ମଧ୍ୟ ସଫା କରନ୍ତୁ ଏବଂ ଗଙ୍ଗା ପାଣି ଛିଞ୍ଚନ କରନ୍ତୁ। ଚନ୍ଦ୍ରଗ୍ରହଣ: – ତା ୧୬/୦୭/୨୦୧୯ ଗୁରୁପୂର୍ଣ୍ଣିମା ॥ – ଗ୍ରହଣ ସ୍ପର୍ଶ :- ରାତ୍ରି ଘ ୦୧:୩୨ ମି. ରେ ॥ – ଗ୍ରହଣ ମଧ୍ୟ :- ରାତ୍ରି ଘ ୦୩:୦୧ ମି. ରେ ॥ – ଗ୍ରହଣ ସର୍ବମୋକ୍ଷ :- ରାତ୍ରି ଘ ୦୪:୩୦ ମି. ରେ ॥ – ନିଶାନ୍ତ ଘ ୦୫:୪୮ ରୁ ଦେବନୀତି କରଣିୟ ॥ – ଅପରାହ୍ନ ଘ ୦୪:୩୨ ମି. ଠାରୁ ପାକତ୍ୟାଗ (ଅନ୍ନ ଭୋଜନାଦି) ଓ ଦେବନୀତି ନିଷେଧ ॥ – ଗ୍ରହଣ ଦର୍ଶନେ ଶୁଭ – କର୍କଟ, ସିଂହ, କନ୍ୟା, ତୁଳା, ବିଛା ଓ କୁମ୍ଭ ଏବଂ ଅନ୍ୟ ମାନଙ୍କର ଅଶୁଭ ॥ – ଦିବା ୦୪:୩୨ ପୂର୍ବରୁ ଶ୍ରାଦ୍ଧାଦି କର୍ମ କରଣିୟ ॥ – ବାଳକ, ବୃଦ୍ଧ ଓ ରୋଗିଙ୍କ ପକ୍ଷେ ନିୟମ ନାସ୍ତି ॥ – ଗର୍ଭ ଧାରଣ କରିଥିବା ମହିଳା ମାନଙ୍କ ନିମନ୍ତେ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ
Bachpan life
yesterday
Gd n8
Bandita
yesterday
Rcv kare
+91 76068 23156
yesterday
K
Bably
7:35 AM
Lipsha Mishra Actress
1:16 PM
It's okk. I downloaded
Mansi Kanaknews
6/28/2019
Hau chhada dekhiba
2:38 PM
7/3/2019
Forwarded
0:29
10:55 AM
Forwarded
0:30
10:55 AM
Bhala au mu kahili wait kara tike, bt chhadiki asigala
6:21 PM
Are mu talaku asili bahut time rahili bt tume asilani
11:00 PM
Rita d nka serum asila courier ku wait kali
11:00 PM
Kete time pare asili
11:00 PM
Bt tume ta asilani
11:00 PM
Achha
11:03 PM
7/4/2019
Am in leave
6:39 AM
TODAY
0:15
1:19 PM
Type a message