Only for Entertainment

ଜନ ସୀନା WWE ରେ କଲେ ଧମାକାଦାର କମବ୍ୟାକ, ଦେଖନ୍ତୁ ଭିଡିଓ !

52

WWE Super Show-Down ରେ ଜନ ସୀନାଙ୍କର ଧମାକାଦାର କମବ୍ୟାକ ହୋଇଛି । ଆସିବା ମାତ୍ରେ ହିଁ ମୁକାବିଲା ରହିଥିଲା ଏଲିୟାସ ଏବଂ କେବିନ ଓୱେନ୍ସଙ୍କ ସହ ଥିଲା । ବବି ଲେସଲୀଙ୍କ ସହ ଯୋଡି ବନାଇ ସେ ତାଙ୍କ ଶତୃ ମାନଙ୍କୁ ଖୁବ ପିଟିଥିଲେ । କିଛି କ୍ଷଣ ପାଇଁ ଲାଗିଥିଲା ଯେ ଜନ ହାରି ଯିବେ , ମାତ୍ର ତାଙ୍କ ଶାନଦାର କମବ୍ୟାକ ଏଲିୟାସ ଏବଂ କେବିନଙ୍କୁ ହରାଇବାରେ ସଫଳ ହୋଇଥିଲା । ସୀନା ଡବ୍ଲୁଡବ୍ଲୁଇ ଠାରୁ ହାରାହାରି ୬ମାସ ଠାରୁ ଦୂରରେ ଥିଲେ । ସେ ରେସଲିଂରୁ ଦୂରେଇ ଫିଲ୍ମ ସୁଟିଂ ପାଇଁ ଚୀନରେ ବ୍ୟସ୍ତ ଥିଲେ । କିନ୍ତୁ ସୁଟିଂରୁ ବ୍ରେକ ନେଇ ଅଷ୍ଟ୍ରେଲିଆରେ ପହଂଚିଥିଲେ ଏବଂ ସେଠାରୁ ଜିତି ଫେରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଜନ ସୀନା ଶେଷ ମୂକାବିଲା କରିଥିଲେ ୨୭ଅପ୍ରେଲ ୨୦୧୮ରେ WWE Greatest Royal Rumble ରେ ଟ୍ରିପଲ ଏଚଙ୍କ ସହ ଖେଳିଥିଲେ । ଯାହାପରେ ବିବାହ ଭାଙ୍ଗି ଯିବାର ଖବର ଶୁଣିବାକୁ ମିଳିଥିଲା । ଏହାପରେ ସେ ରିଂ ରେ ନଜର ଆସି ନଥିଲେ । ଏହିକାରଣରୁ ତାଙ୍କ ଶତୃ ମଧ୍ୟ ଖୁସି ଥିଲେ । କିନ୍ତ ଏହାପରେ ସେ ଆସି ତାଙ୍କ ଶତୃ ମାନଙ୍କୁ ଠାରୁ ପ୍ରତିଶୋଧ ନେଇଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ମାନେ ମଧ୍ୟ ଖୁବ ଖୁସି ଥିବା ଜଣା ପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More