Only for Entertainment

ସୋସିଆଲ ମିଡିଆରେ ମଧ୍ୟ ଛାଇ ରହିଲେ ଦିବ୍ୟଙ୍କା, ନିଜ ନାମରେ କଲେ ଏହି ରେକର୍ଡ

SK World News
0 37

ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଶୋ’ ‘ୟେ ହେ ମହୋବତେଁ’ ଇଶିତା ଭଲ୍ଲା ଚରିତ୍ରରେ ଘରେ ଘରେ ପରିଚିତ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ହଦିୟା ଟିଭି ଜଗତର ସବୁଠାରୁ ପପୁଲାର ବୋହୂ । ଟିଭି ପରଦା ବ୍ୟତିତ ଦିବ୍ୟଙ୍କା ସୋସିଆଲ ମିଡିଆରେ ମଧ୍ୟ ଛାଇ ରହିଛନ୍ତି । ଦିବ୍ୟଙ୍କାଙ୍କ ଇନଷ୍ଟାଗ୍ରାମରେ ବର୍ତ୍ତମାନ ୭ ମିଲିୟନରୁ ଅଧିକ ଫଲୋୟସ ଅଛନ୍ତି । ଟିଭି ଜଗତର ପ୍ରଥମ ଅଭିନେତ୍ରୀ ଭାବେ ସେ ଏହି ରେକର୍ଡ କରିଛନ୍ତି । ଟିଭିର ପପୁଲାର ଅଭିନେତ୍ରୀ ହିନା ଖାନ, ଅନୀତା ହଂସନ୍ଦାନୀ ପରି ଅଭିନେତ୍ରୀଙ୍କୁ ପଛରେ ପକାଇ ସେ ଏହି ମାମଲାରେ ଶୀର୍ଷରେ ଅଛନ୍ତି ।

 

ଦିବ୍ୟଙ୍କା ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ନିଜର ଖୁସିକୁ ଦର୍ଶାଇଛନ୍ତି । ସେ ୭ ମିଲିୟନର ଏକ କେକର ଫଟୋ ପୋଷ୍ଟ କରି ନଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନିକଟରେ ଜଣେ ଟ୍ରୋଲର ଦିବ୍ୟଙ୍କାଙ୍କ ଶରୀରକୁ ନେଇ ତାଙ୍କୁ ଟ୍ରେଲ କରିଥିଲେ । ଏହା ପରେ ଦିବ୍ୟଙ୍କା ଟ୍ରୋଲରଙ୍କୁ ଜବାବ ମଧ୍ୟ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More