Only for Entertainment

ମ୍ୟୁଜିକ ଭିଡ଼ିଓରେ ନଜର ଆସିବେ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ ଶିବାଙ୍ଗୀ ଯୋଶୀ

193

ଟିଭି ସିରିଅଲ ‘ୟେ ରିସ୍ତା କ୍ୟା କେହଲାତା ହୈ’କୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ସବୁଠାରୁ ଦୀର୍ଘ ଦିନ ଧରି ଚାଲିଥିବା ଶୋ ମଧ୍ୟରେ ଏହା ସାମିଲ ଅଛି । କାର୍ତ୍ତିକ ଏବଂ ନାୟରାଙ୍କ ଯୋଡ଼ି ଏବେ ମଧ୍ୟ ଦର୍ଶକଙ୍କ ମୁହଁରେ ପ୍ରଶଂସା ସାଉଁଟୁଛି । ଏବେ ନାୟରା ଭିନ୍ନ ଏକ କ୍ଷେତ୍ରରେ ପାଦ ଥାପିଛନ୍ତି ।

 


ଶିବାଙ୍ଗୀ ଯୋଶୀ ନିଖିଲ ଡିସୁଜାଙ୍କ ସହିତ ମ୍ୟୁଜିକ ଭିଡ଼ିଓ ସୁଟ୍ କରିଛନ୍ତି । ଏହି ମ୍ୟୁଜିକ ଭିଡ଼ିଓର ଟାଇଟଲ ହେଉଛି ‘ଆଦତେଁ’ । ଏହାକୁ କମ୍ପୋଜ କରିଛନ୍ତି ଗୌରବ ଡଗାଁବକର । ଏହାକୁ ଲେଖିଛନ୍ତି ଅନୁରାଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More