Only for Entertainment

ଭାଇରାଲ ହେଉଛି ୟୋ ୟୋ ହନି ସିଂଙ୍କ ଜନ୍ମଦିନ ଭିଡ଼ିଓ ।

ndtv
25

କେବଳ ବଲିଉଡରେ ନୁହେଁ ପଂଜାବୀ ଇଣ୍ଡଷ୍ଟ୍ରିରେ ଧମାଲ ଖେଳାଇଥିବା ଗାୟକ ବା ର‌୍ୟାପର ୟୋ ୟୋ ହନି ସିଂ ଏବେ ୩୬ ବର୍ଷର ହୋଇ ଯାଇଛନ୍ତି । ୧୫ ମାର୍ଚ୍ଚକୁ ସେ ତାଙ୍କ ୩୬ ତମ ଜନ୍ମଦିନ ପାଳନ କରିଛନ୍ତି । ଯେଉଁ ଉପଲକ୍ଷେ ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ଖାସ କଥା ଜଣାଇଥିଲୁ । ଏବେ ତାଙ୍କ ଜମନ୍ମଦିନର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏବେ ହନି ସିଂ ବ୍ୟାକ ଷ୍ଟେଜରେ କମାଲ ଦେଖାଇବାକୁ ପସନ୍ଦ କରୁଛନ୍ତି । ଗତ ୧ ବର୍ଷ ମଧ୍ୟରେ ସେ କେତେକ ଗୀତ ରିଲିଜ କରିଛନ୍ତି ଏଂବ ତାହା ସୁପରହିଟ ମଧ୍ୟ ହୋଇଛି । ଖୁବଶୀଘ୍ର ତାଙ୍କର ଅନ୍ୟ କେତେକ ମ୍ୟୁଜିକ ଭିଡ଼ିଓ ରିଲିଜ ହେବାକୁ ଯାଉଛି । ତେବେ ନିକଟରେ ହନି ତାଙ୍କ ସାଙ୍ଗମାନଙ୍କୁ ଜନ୍ମଦିନ ପାର୍ଟି ଦେଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

ଏହି ଭିଡ଼ିଓକୁ ଖୁବ ପସନ୍ଦ ମଧ୍ୟ କରାଯାଉଛି । ଭିଡ଼ିଓରେ ସେ ସାଙ୍ଗ ମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More