Only for Entertainment

ବାଜାର ଫିଲ୍ମର ନୁଆ ସଙ୍ଗ ନେଇ ପୁଣି ଥରେ ପରଦାକୁ ଫେରୁଛନ୍ତି ହନି ସିଂ. ରିଲିଜ ହେଲା ଟିଜର !

indiatvnews
37

ଚଳିତ ବର୍ଷ ଦମଦାର ରୂପେ ଫେରିଥିବା ହନି ସିଂ ବର୍ତ୍ତମାନ ନିଜର ସଫଳତାର ଲାଭ ଉଠାଇଛନ୍ତି । ସଙ୍ଗୀତ ଦୁନିଆର ମହାରଥୀ ଏବେ ଆଗାମୀ ଫିଲ୍ମ ବାଜାରରୁ ବିଲେନିଅର ନାମକ ଗୀତ ରିଲିଜ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ବିଲିନିଅର ସହ ହନି ସିଂଙ୍କ ପ୍ରଶଂସକ ଆଉ ଏକ ମଜାଦାର ଗୀତ ଦେଖିବା ଲାଗି ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ହନି ସିଂ ଏହି ଗୀତର ଟିଜର ଶେୟାର କରିଛନ୍ତି ।

ୟୋ ୟୋ ହନି ସିଂ ଭାରତୀୟ ସଙ୍ଗୀତ ଜଗତରେ ନିଜର ଦମଦାର ଗୀତ ପାଇଁ ଚର୍ଚ୍ଚାର ରହି ଆସିଛନ୍ତି, ୟୋ ୟୋ ଧମାକାଦାର ରୂପେ ଇଣ୍ଡଷ୍ଟ୍ରିକୁ ଫେରି , ପୁଣିଥରେ ଦର୍ଶକଙ୍କୁ ମତୁଆଲା କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More