Only for Entertainment

ରାନୁ ମଣ୍ଡଲଙ୍କ ଟ୍ରୋଲିଂକୁ ନେଇ ୟୁଟ୍ୟୁବର ଭୁବନ ବାମ କହିଲେ ଏଭଳି କଥା, ଯାହା ଆପଣଙ୍କ ହୃଦୟ ଛୁଇଁଯିବ !

90

ଇଂଟରନେଟ ସେନସେଶନ ରାନୁ ମଣ୍ଡଲ କିଛି ଦିନ ହେବ କିଛି ନା କିଛି କାରଣରୁ ଟ୍ରୋଲିଂର ଶିକାର ହେଉଛନ୍ତି । ନିକଟରେ ତାଙ୍କର ମେକଓଭରକୁ ନେଇ ସେ ଖୁବ ଟ୍ରୋଲ ହୋଇଛନ୍ତି । ରାନୁଙ୍କ ଉପରେ ଖୁବ ଖରାପ ଏବଂ ମଜାଳିଆ ମିମ୍ସ ମଧ୍ୟ ହେବାରେ ଲାଗିଛି । ଯାହା ପରେ ରାନୁମଣ୍ଡଲଙ୍କ ମେକଅପ ଆର୍ଟିଷ୍ଟ ଭାଇରାଲ ଫଟୋକୁ ନକଲି କହି ଅସଲି ଫଟୋ ଜାରି କରିଛନ୍ତି । ରାୂନୁଙ୍କ ସପୋର୍ଟରେ ମଧ୍ୟ ଅନେକ ୟୁଜର ମୁହଁ ଖୋଲିଛନ୍ତି । ଏହାମଧ୍ୟରେ ଏବେ ୟୁଟ୍ୟୁବର ଭୁବନ ବାମ ମଧ୍ୟ ତାଙ୍କ ସପୋର୍ଟରେ ଆସି ମୁହଁ ଖୋଲିଛନ୍ତି । ସେ ରାନୁ ମଣ୍ଡଲଙ୍କୁ ନେଇ ବଡ କଥା କହିଛନ୍ତି ।



ଭୁବନ ବାମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଲୋକମାନଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରୁଛନ୍ତି କି, ରାନୁଙ୍କୁ ଜଣା ନାହିଁ କି ସେ ଲୋକମାନଙ୍କ ସାମ୍ନାରେ କିଭଳି ସ୍ୱଭାବ ଦେଖାଇବେ। ଏପ୍ରିସିଏସନ୍‌ କେମିତି ରେସପନ୍ସ କରିବାକୁ ହେବ। ଏହି ଭିଡିଓ ପରେ ରାନୁଙ୍କ ସମର୍ଥନରେ ଅନେକ ଲୋକ ସାମ୍ନାକୁ ଆସିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More