Only for Entertainment

ଡ୍ରାଏ ଫ୍ରୁଟସ୍ ଲସୀ ପ୍ରସ୍ତୁତି ପ୍ରଣାଳୀ

YouTube
0 49

ଯଦି ଆପଣଙ୍କର ଲସୀ ପିଇବା ପାଇଁ ଇଚ୍ଛା ହେଉଥାଏ ତେବେ ଆପଣ ଘରେ ଡ୍ରାଏ ଫ୍ରୁଟସ୍ ଲସୀ ପ୍ରସ୍ତୁତ କରିପରିବେ । ଏହାକୁ ପ୍ରସ୍ତୁତ କରିବା ସହଜ ଏବଂ ଏହା ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ । ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ…

ସାମଗ୍ରୀ-

ବରଫ- ୨୮୦ ଗ୍ରାମ
ଦହି- ୫୪୦ ଗ୍ରାମ
କଣ୍ଡେନ୍ସ ମିଲ୍କ- ୨୫୦ ଗ୍ରାମ
କାଜୁ- ୨ ଚାମଚ
ବାଦାମ- ୨ ଚାମଚ
କିସମିସ- ୨ ଚାମଚ
କୁକିଜ- ୧୦-୧୨ ଟି
ବାଦାମ- ଗର୍ନିସ କରିବା ପାଇଁ

ପ୍ରଣାଳୀ-

– ଏକ ବ୍ଲେଣ୍ଡରରେ ସମସ୍ତ ସାମଗ୍ରୀକୁ ପକାଇ ଭଲଭାବେ ସ୍ମୁଥ ବ୍ଲେଣ୍ଡ କରନ୍ତୁ ।

– ଏହାପରେ ଏହି ମିଶ୍ରଣକୁ ଗ୍ଲାସରେ ଢାଳନ୍ତୁ ।

– ବର୍ତ୍ତମାନ ଏହା ଉପରେ ବାଦାମ ପକାି ଗାର୍ନିସ କରନ୍ତୁ

– ପ୍ରସ୍ତୁତ ହୋଇଗଲା ଆପଣଙ୍କର ଡ୍ରାଏ ଫ୍ରୁଟସ୍ ଲସୀ । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More