Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି କିଟକାଟ୍ ମିଲ୍ସ ଶେକ୍

YouTube
0 76

ଯଦି ଆପଣଙ୍କର ମିଲ୍କଶେକ ପିଇବା ପାଇଁ ଇଚ୍ଛା ହେଉଥାଏ ତେବେ ବଜାରରୁ କିଣିବା ଅପେକ୍ଷା ଏହାକୁ ଆପଣ ଘରେ ପ୍ରସ୍ତୁତ କରପାରିବେ । ଏହାକୁ ପ୍ରସ୍ତୁତ କରିବା ସହଜ ଏବଂ ପିଇବା ପାଇଁ ଟେଷ୍ଟି ମଧ୍ୟ । ତେବେ ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ…

ସାମଗ୍ରୀ-

ଭାନିଲା ଆଇସକ୍ରିମ- ୪ ସ୍କୁପ
କ୍ଷୀର- ୧୧୦ ମିଲି
କିଟକାଟ୍ ଚକୋଲେଟ- ୮-୧୦ ଷ୍ଟିକ୍ସ
ହୁଇପିଙ୍ଗ କ୍ରିମ- ଆବଶ୍ୟକ ଅନୁସାରେ
କିଟକାଟ୍ – ଗାର୍ନିସିଙ୍ଗ ପାଇଁ

ପ୍ରଣାଳୀ-

– ବ୍ଲେଣ୍ଡରରେ ୪ ସ୍କୁପ ଭାନିଲା ଆଇସକ୍ରିମ, ୧୧୦ ମିଲି କ୍ଷୀର ଏବଂ ୮-୧୦ କିଟକାଟ୍ ଷ୍ଟିକ୍ସକୁ ଭଲଭାବେ ବ୍ଲେଣ୍ଡ କରିଦିଅନ୍ତୁ ।

– ଏହାପରେ ଏହି ମିଶ୍ରଣକୁ ଏକ ଗ୍ଲାସରେ ଢାଳି ଏହା ଉପରେ ହୁଇପିଙ୍ଗ କ୍ରିମ ଏବଂ ଚକୋଲେଟ ପାଉଡର ପକାନ୍ତୁ ।

– ଆପଣଙ୍କ ମିଲ୍କ ଶେକ ପ୍ରସ୍ତୁତ ହୋଇଗଲା । ଏହାକୁ କିଟକାଟ୍ ଚକୋଲେଟ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More