Only for Entertainment

Zee Cine Awards 2019 : ଶ୍ରେଷ୍ଠ ଅଭିନେତା ରଣବୀର କପୁର, ଶ୍ରେଷ୍ଠ ଅଭିନେତ୍ରୀ ଦୀପିକା ପାଦୁକୋନ

Bollywood
54

ମଙ୍ଗଳବାର ରାତିରେ ଜି ସିନେ ଆୱାର୍ଡସ ୨୦୧୯ର ଆୟୋଜନ ମୁମ୍ବାଇରେ କରାଯାଇଥିଲା । ବର୍ଷର ସବୁଠାରୁ ବଡ ଆୱାର୍ଡ ଶୋ’ରେ ଯୋଗ ଦେବା ପାଇଁ ଫିଲ୍ମ ଜଗତର ଅନେକ କଳାକାର ଯୋଗ ଦେଇଥିଲେ । ତାରକାଙ୍କ ଜବରଦସ୍ତ ଆପିୟରାନ୍ସ ସେଠାରେ ଉପସ୍ଥିତ ଦର୍ଶକଙ୍କ ହୃଦୟ ଜିତି ନେଇ ଥିଲା । ତେବେ ଆସନ୍ତୁ ଜାଣିବା ଏହି ଆୱାର୍ଡ ଶୋ’ରେ କେଉଁମାନେ ଟ୍ରଫି ହାତେଇଥିଲେ ।
ବିଜେତାଙ୍କ ପୁରା ଲିଷ୍ଟ-

ବେଷ୍ଟ ଆକ୍ଟର (ମେଲ)- ରଣବୀର କପୁର (ସଂଜୁ)

ବେଷ୍ଟ ଆକ୍ଟର (ଫିମେଲ)- ଦୀପିକା ପାଦୁକୋନ (ପଦ୍ମାବତ)

ବେଷ୍ଟ ଡିରେକ୍ଟର- ସଂଜୟ ଲୀଲା ଭଂସାଲୀ (ପଦ୍ନାବତ)

ବେଷ୍ଟ ଆକ୍ଟର ମେଲ ଭ୍ୟୁୟର୍ସ ଚୟସ- ରଣବୀର ସିଂ (ପଦ୍ନାବତ)

ବେଷ୍ଟ ସପୋର୍ଟିଂ ଆକ୍ଟର (ମେଲ)- ଭିକି କୌଶଳ (ସଂଜୁ)

ବେଷ୍ଟ ସପୋର୍ଟିଂ ଆକ୍ଟର(ଫିମେଲ)- କ୍ୟାଟ୍ରିନା କୈଫ (ଜିରୋ)

ଏକ୍ସଟ୍ରା ଅର୍ଡିନାରୀ ପରଫର୍ମର ଅଫ ଦି ଇୟର- ଆୟୁଷ୍ମାନ ଖୁରାନା

ବେଷ୍ଟ ଡେବ୍ୟୁ (ମେଲ)- ଇଶାନ ଖଟ୍ଟର (ବିୟୋନଡ ଦ କ୍ଲାଉଡସ/ ଧଡକ)

ବେଷ୍ଟ ଡେବ୍ୟୁ (ଫିମେଲ)- ଜାହ୍ନବୀ କପୁର (ଧଡକ)

ବେଷ୍ଟ ଆକ୍ଟର ଇନ ନେଗେଟିଭ ରୋଲ- ତବୁ (ଅନ୍ଧାଧୁନ)

ବେଷ୍ଟ ଆକ୍ଟର ଇନ କମିକ ରୋଲ- କାର୍ତ୍ତିକ ଆର‌୍ୟନ (ସୋନୁ କେ ଟିଟୁ କି ସ୍ୱିଟି)

ଏକ୍ସଟ୍ରା ଅର୍ଡିନାରୀ କଣ୍ଟ୍ରିବ୍ୟୁସନ ଟୁ ଦ ଇଣ୍ଡିଆନ ସିନେମା-ହେମା ମାଳିନୀ

ଏକ୍ସଟ୍ରା ଅର୍ଡିନାରୀ ଆଇକନ ଫର ସୋସିଆଲ ଚେଂଜ- ସୋନମ କପୁର ଅହୁଜା

ବେଷ୍ଟ ପ୍ଲେ ବ୍ୟାକ ସିଙ୍ଗର (ମେଲ)- ୟାସିର ଦେସାଇ ‘ନୈନୋ ନୋ ବାନ୍ଧି’ (ଗୋଲ୍ଡ)

ବେଷ୍ଟ ପ୍ଲେ ବ୍ୟାକ ସିଙ୍ଗର (ଫିମେଲ)- ବିଭା ସରାଫ ଓ ହର୍ଷଦୀପ କୌର ‘ଦିଲବରୋ’ (ରାଜି)

ବେଷ୍ଟ ଡେବ୍ୟୁ ଡିରେକ୍ଟର- ଅମର କୌଶିକ (ସ୍ତ୍ରୀ)

ବେଷ୍ଟ କୋରିଓଗ୍ରାଫି- ଘୁମର (ପଦ୍ମାବତ)

ବେଷ୍ଟ ଡାଇଲଗ- ପଙ୍କଜ ତ୍ରୀପାଠି (ସ୍ତ୍ରୀ)

ବେଷ୍ଟ ବିଏଫଏକ୍ସ- ଫିଲ୍ମ ଜିରୋ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More