Only for Entertainment

ଆସନ୍ତା କାଲି ରିଲିଜ ହେବ ବହୁ ପ୍ରତିକ୍ଷୀତ ଗୀତ ଇସକବାଜି,ସଲମାନ ଓ ଶାହାରୁଖଙ୍କ ଉପରେ ଅଧାରିତ ।

timesnow
31

ମେରା ନାମ ତୁ’ର ବଡ଼ ସଫଳତା ପରେ ଆସନ୍ତା କାଲି ରିଲିଜ ହେବ ଆନନ୍ଦ ଏଲ ରୟଙ୍କର ଜିରୋ ଟାଇଟଲ ଇସକବାଜି ।ସବୁଠାରୁ ଖାସ କଥା ହେଉଛି ଏହା ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସଲମାନ ଓ ଶାହାରୁଖଙ୍କ ଉପରେ ଆଧାରିତ ।ଏହି ହୃଦୟ ଛୁଆ ଗୀତରେ ସଲମାନ ନିଜ ଅବତାରରେ ନଜର ଆସିବା ବେଳେ ଶାହାରୁଖ ଖାନ ଏକ ବଉଆ ସିଂ ନାମକ ବାମନ ଭାବରେ ନଜର ଆସିବେ ।

 

ଆଜି ବଉଆ ସିଂଙ୍କ ଅଫିସିଆଲ ଟ୍ୱିଟର ଏକ ଶାୟରୀ ଶେୟାର କରିଛନ୍ତି ,ଅର୍ଜ କିୟା ହୈ,ଛିନ ଲାୟେଙ୍ଗ ଖୁଦ ଖୁଦାସେ ତୁହ୍ମେ, ଇସ୍କ କି ବାଜି ହାରନେ କି ହମେଁ ଆଦତ ନେହିଁ ହୈ । ତେବେ ଏହା ଗୀତର ଲିରିକ୍ସରେ ଶୁଣିବାକୁ ମିଳିବ ।


ଏହାର କିଛି ସମୟ ପରେ କ୍ୟାଟ୍ରିନା ଏହି ଗୀତର ଏକ ପୋଷ୍ଟର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More