Only for Entertainment

ମହିଳା ୱେଟରଙ୍କୁ ଟିପ୍ସରେ ମିଳିଲା ୭ ଲକ୍ଷ ଟଙ୍କା ।

Storypick
35

ସାଧାରଣତଃ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଇବା ପରେ ଅନେକ ୱେଟରଙ୍କୁ ଟିପ୍ସ ଦେଇଥାନ୍ତି । ଏହା ୧୦ ରୁ ୫୦୦ ଟଙ୍କା କିମ୍ବା ସାମାନ୍ୟ ଅଧିକ ହୋଇଥାଏ । ହେଲେ ଜଣେ ବ୍ୟକ୍ତି ୨ ବୋତଲ ପାଣି ଅର୍ଡର କରି ରେଷ୍ଟୁରାଣ୍ଟର ମହିଳା ୱେଟରଙ୍କୁ ୭ଲକ୍ଷ ଟଙ୍କା ଟିପ୍ସ ଦେବା ସହଜରେ ଗ୍ରହଣୀୟ ହେଉନାହିଁ । ହେଲେ ଘଟଣାଟି ସତ । ଇଣ୍ଟରନେଟନରେ ଏହି ଟିପ୍ସ ବିଷୟ ଭାଇରାଲ ହୋଇଛି । ୭ ଲକ୍ଷ ଟଙ୍କାରେ ଟିପ୍ସ ପାଇଥିବା ଏହି ୱେଟରଙ୍କ ନାମ ହେଉଛି ଏଲେନା କଷ୍ଟର ।

beast-1

ଏଲେନାଙ୍କ କହିବା ଅନୁସାରେ ଗ୍ରାହକ ଜଣଙ୍କ କିଛି ସମୟ ପାଇଁ ରେଷ୍ଟୁରାଣ୍ଟକୁ ଆସିଥିଲେ ସେ କେବଳ ୨ ବୋତଲ ପାଣି ଅର୍ଡର କରିଥିଲେ । ଏହାପରେ ୭ ଲକ୍ଷ ଟଙ୍କାର ଟିପ୍ସ ଦେଇ ପଳାଇଥିଲେ । ଏହି ଟିପ୍ସରୁ କିଛି ଅର୍ଥ ମୁଁ ନିଜେ ରଖିଥିଲା ବେଳେ ବାକି ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲି । ସୂଚନା ଅନୁସାରେ ଏହି ଗ୍ରାହକ ଜଣଙ୍କ ହେଉଛନ୍ତି ପ୍ରସିଦ୍ଧ ୟୁଟ୍ୟୁବ ବ୍ଲଗର ଜିମି ଡୋନାଲ୍ଡସନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More