Only for Entertainment

ଚଳିତ ବର୍ଷ ପରଦାକୁ ଫେରି ପାରନ୍ତି ଏହି ନାୟକ !

odishalive
0 43

ଓଲିଉଡ୍ରେ ବେଶ୍କେତେଜଣ ନାୟକ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନୁଭବ, ବାବୁସାନ, ଅରିନ୍ଦମ୍‌, ସବ୍ୟସାଚୀ, ଆକାଶ, ଅମ୍ଳାନ, ସମ୍ବିତ, ଦୀପକ,ବୁଦ୍ଧାଦିତ୍ୟ ଜ୍ୟୋତି ଏବଂ ସୁନୀଲ୍କୁମାର ପ୍ରମୁଖଙ୍କ ଆମ ଉଲ୍ଲେଖଯୋଗ୍ୟ ତେବେ ଏମାନଙ୍କ ଭିତରୁ ଗତ ବର୍ଷ ବୁଦ୍ଧାଦିତ୍ୟ ଏବଂ ସୁନୀଲ୍କୁମାରଙ୍କୁ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ପାଇ ନଥିଲେ ଦର୍ଶକ। ହେଲେ ୨୦୧୮ରେ ଏଦୁହେଁ ପୁଣି ଓଡ଼ିଆ ଛବିରେ ନଜର ଆସିବେ ବୋଲି ଆଶା କରାଯାଇପାରେ।

ବିଶେଷକରି ସୁନୀଲ କୁମାରଙ୍କୁ ଅନ୍ତତଃପକ୍ଷେ ଗୋଟିଏ ସିନେମାରେ ଦେଖିବାର ସମ୍ଭାବନା ରହିଛି। ଏହି ସିନେମାରଏହି ସିନେମାର ଶୀର୍ଷକ ହେଲାବାଲିଘର ଏଥିରେ ନାୟକ ଭୂମିକାରେ ଅଛନ୍ତି ସୁନୀଲ୍କୁମାର କାହାଣୀ ଅନୁଯାୟୀ ସୁନୀଲ୍ହେଉଛନ୍ତି ଜଣେ ଆର୍ମି ଅଫିସର ଯିଏ ଜଣେ ଗାଉଁଲି ଝିଅ ପ୍ରେମରେ ପଡ଼ି ଯାଇଛନ୍ତି ଏଥିରେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ପୂଜା କର ଘରକୁ ଛୁଟିରେ ଆସିଥିବା ବେଳେ ସେ ଏହି ଗାଉଁଲି ଝିଅର ପ୍ରେମରେ ପଡ଼ିଛନ୍ତି

ତେବେ ଏଦୁହିଁଙ୍କ ପ୍ରେମ କାହାଣୀ କି ରୂପ ନେଉଛି ତାହା ଜାଣିବାଲାଗି ଆପଣଙ୍କୁବାଲିଘରରିଲିଜ୍ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ସୁନୀଲପୂଜା ଯୋଡିଙ୍କର ଏହା ପ୍ରଥମ ସିନେମା। ଏହି ଚଳଚ୍ଚିତ୍ରରେ ବରିଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More