Only for Entertainment

୨୧ବର୍ଷ ବୟସରେ ଶରୀରରେ କଲେ ୧୦୩ଟି ଟାଟୁ, ମୁମ୍ବାଇର ଏହି ଝିଅ ଭାରତରେ କଲେ ରେକର୍ଡ !

18

ନିଜ ଶରୀର ଅଙ୍ଗରେ ଅନେକ ଲୋକ ଫ୍ୟାଶନ ଲୁକ ପାଇଁ ଟାଟୁ ବନାନ୍ତି । କପଲ ମଧ୍ୟ ନିଜ ଭଲ ପାଇବା ନିଶାନୀ ପାଇଁ ବନାନ୍ତି , ତ କିଛି ଲୋକ ଭଗବାନଙ୍କ ଟାଟୁ ମଧ୍ୟ ଶରୀରରେ ବନାନ୍ତି । ଏହିଭଳି କଲେଜ ଛାତ୍ରୀ ଜଣକ ନିଜ ଶରୀରରେ ୧୦୩ଟି ଟାଟୁ ବନାଇ ରେକର୍ଡ ବନାଇଛନ୍ତି ।
ଦେଖନ୍ତୁ ଫଟୋ –

ତେଜସ୍ୱୀ ନିଜ ଶରୀରରେ ଟାଟୁ ବନାଇ ରେକର୍ଡ କରିଛନ୍ତି । ଟାଟୁ ବନାଇଥିବା କାରଣରୁ ଭାରତରେ ରେକର୍ଡ କରିଛନ୍ତି ଏହି ମହିଳା ।

୨୧ବର୍ଷର ତେଜସ୍ୱୀ ନିଜ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ବନାଇଛନ୍ତି । ଇନଷ୍ଟାଗ୍ରାମରେ ସେ ନିଜର ସମସ୍ତ ଟାଟୁ ଶେୟାର କରିଛନ୍ତି ।

ସେ ୧୭ବର୍ଷ ବୟସରେ ଟାଟୁ ବନାଇବା ଆରମ୍ଭ କରିଥିଲେ ଏବଂ ୪ବର୍ଷ ମଧ୍ୟରେ ସେ ପୂରା ଶରୀରରେ ଟାଟୁ ବନାଇ ରେକର୍ଡ ବନାଇଛନ୍ତି ।

ଟାଟୁ ବନାଉଥିବା କାରଣରୁ ତାଙ୍କ ଘରେ ସମସ୍ତେ ରାଗୁଥିଲେ କାରଣ ଭବିଷ୍ୟତରେ ସେ ବିବାହ କରି ପାରିବେ ନାହିଁ ।


ତେଜସ୍ୱୀ ଘର ଲୋକଙ୍କୁ କଥାକୁ ନଜର ଅନ୍ଦାଜ କରି ଏବେ ଇଣ୍ଡିଆର ଟାଟୁ ଗର୍ଲ ରେକର୍ଡ ବନାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More