Only for Entertainment

ତିନୋଟି ଫିଲ୍ମରୁ ବାଜି ମାରିଲା ହାଉସଫୁଲ ୪, କିନ୍ତୁ ରେଟିଂରେ ପଛରେ ପକାଇଲେ ଫିଲ୍ମ କ୍ରିଟିକ୍ସ

box office collection india
31

ଗତକାଲି ଶୁକ୍ରବାରକୁ ଏକା ସାଙ୍ଗରେ ରିଲିଜ ହୋଇଛି ତିନି ତିନୋଟି ବଲିଉଡ ଫିଲ୍ମ । ଯେଉଁଥିରେ ସାମିଲ ଅଛି ଅକ୍ଷୟ କୁମାରଙ୍କ ହାଉସଫୁଲ ୪, ତାପସୀ ଏବଂ ଭୂମିଙ୍କ ସାଣ୍ଡ କି ଆଁଖ ଏବଂ ରାଜକୁମାର ଓ ମୌନିଙ୍କ ମେଡ ଇନ ଚାଇନା । ତେବେ ସମସ୍ତଙ୍କ ନଜର ଅକ୍ଷୟ କୁମାରଙ୍କ ହାଉସଫୁଲ ୪ ଉପରେ । ପୂର୍ବରୁ ତିନୋଟି ସିରିଜରେ ଦର୍ଶକଙ୍କ ମନୋରଂଜନ କରିଥିବା ଏହି ସିରିଜ ଏହି ଥର ପ୍ରଥମ ଦିନରେ କେତେ ବିଜନେସ କରିଛି ଆସନ୍ତୁ ଆଲୋଚନା କରିବା ।

 

ହାଉସଫୁଲ ୪ ପ୍ରଥମ ଦିନରେ ପ୍ରାୟ ୧୯ କୋଟିର ବିଜନେସ କରିଛି । ଏହାକୁ ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ କାତ୍ର ୧/୨ ରେଟିଂ ଦେଇଛନ୍ତି ।
ମେଡ ଇନ ଚାଇନା ପ୍ରଥମ ଦିନରେ ପ୍ରାୟ ୩ କୋଟିର ବିଜନେସ କରିଛି ଓ ସାଣ୍ଡ କି ଆଁଖ ୪.୫ କୋଟି ଇନକମ କରିଛି । ଯଦିଓ ଅନଲ୍ସମସ୍ତ ଫିଲ୍ମକୁ ଭଲ ରେଟିଂ ମିଳିଛି, କିନ୍ତୁ ଏହି ମାମଲାରେ ପଛରେ ପଡ଼ିଯାଇଛି ହାଉସଫୁଲ ୪ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More