Only for Entertainment

ପ୍ରତିଯୋଗୀଙ୍କୁ କିସ୍ କରି ବିବାଦ ଘେରରେ କେଟୀ ପେରୀ, ଆସନ୍ତୁ ଦେଖିବା ପୁରା ଭିଡିଓ

Digital Spy
0 75

ଟିଭି ସୋ ଆମେରିକାନ ଆଇଡଲରେ ଜଜ୍ ଥିବା ସିଙ୍ଗର କେଟୀ ପେରୀ ଏକ ୧୯ ବର୍ଷ  ବୟସ୍କ ବାଳକକୁ କିସ କରି ବିବାଦ ଘେରକୁ ଆସିଛନ୍ତି । ସୂଚନା ଆନୁସାରେ ବେଞ୍ଜାମିନ  ନାମକ ବାଳକ ସୋ’କୁ ଅଡିଶନ ଦେବାକୁ  ଆସିଥିଲା । ଏହାପରେ ବିଚାରକମାନେ ତାଙ୍କୁ ପଚାରିଥିଲେ ତୁମକୁ କିସ୍ କରିବା ଆସେ କି ? ଏହା ପରେ  ବାଳକ ଜଣଙ୍କ   ଉତ୍ତରରେ ମନା  କରିଥିଲେ । ଏହାପରେ ବିଚାରକମାନେ ତାଙ୍କୁ କିସ ଉପରେ ଟ୍ରେନିଙ୍ଗ ଦେବା ଆରମ୍ଭ କରିଦେଇଥିଲେ । ଆସନ୍ତୁ ଦେଖିବା ପୁରା  ଘଟଣା ।

ଏହା ପୂର୍ବରୁ ବଲିଉଡ  ସିଙ୍ଗର ପାପୋନ ନାବାଳିକା ପ୍ରତିଯୋଗୀଙ୍କୁ  ସୋ’ରେ  କିସ କରି ବିବାଦ ଘେରକୁ  ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More