୩ ବର୍ଷୀୟ ଶିଶୁର ତବଲା ବଜା ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ,ଭାଇରାଲ ହେଉଛି ଭିଡିିଓ
ପୂର୍ବରୁ ଅନେକ ଲୋକ ସୋସିଆଲ ମିଡିିଆ ମାଧ୍ୟମରେ ଚର୍ଚ୍ଚାକୁ ଆସି ସାରିଛନ୍ତି । ନିଜ କଳାକୁ ସେମାନେ ଦେଶର ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ସୋସିଆଲ ମିଡିିଆକୁ ମାଧ୍ୟମ ଭାବେ ବାଛିଥିବା ବେଳେ ତାହା ସେମାନଙ୍କୁ ସଫଳତା ଆଣି ଦେଇଛି । ପୂର୍ବରୁ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କୁ ଇଣ୍ଟରନେଟ୍ ସେନ୍ସେସନ୍ ବୋଲି ଲୋକେ କହିବା ଆରମ୍ଭ କରିଥିଲେ । ୨୬ସେକେଣ୍ଡର ଭିଡ଼ିଓ ତାଙ୍କୁ ଦେଶରେ ଏବଂ ଦେଶ ବାହାରେ ଚର୍ଚ୍ଚିତ କରାଇଥିଲା ।