Only for Entertainment

ଏଟିଏମରୁ ବାହାରିଲା ଫଟା ନୋଟ !

panjab kesari
0 48

ଯମୁନା ନଗର ହୁଡ୍ଡା ସେକ୍ଟର ୧୭ରେ ଲାଗିଥିବା ଏଟିଏମରେ ଚମତ୍କାର ଦେଖିବାକୁ ମିଳିଥିଲା । ଯମୁନା ନଗର ଏଟିଏମରୁ ଭିନ୍ନ ପରିସ୍ଥିତିରେ ଦେଖାଯାଇଥିବା ନୋଟ ଦେଖିବାକୁ ମିଳିଥିଲା । ସେକ୍ଟର ୧୭ସ୍ଥିତ ଏସବିଆଇ ବ୍ୟାଙ୍କ ଏଟିଏମ ମେସିନ କଟା ଫଟା ୫୦୦-୫୦୦ ନୋଟ ବାହାରିଥିଲା । ଏହାକୁ ନେଇ ସେହି ବ୍ୟକ୍ତି ଜଣକ ଏଟିଏମ ହେଲ୍ପ ଲାଇନରେ ସୂଚନା ଦେଇଛନ୍ତି ।

18_20_439892610dksdkd-ll

ସୂଚନା ଦେଇଥିବା ରାଜେଶ ଶର୍ମା କହିଛନ୍ତି ଯେ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବା ଲାଗି ଯାଇଥିଲେ । ସେ ୧୦,୦୦୦ଟଙ୍କା ଏଟିଏମରୁ କାଢିଥିଲେ । ଏହି କାରଣରୁ ୫୦୦ଟଙ୍କିଆ ନୋଟ ୨୦ଟି ବାହାରିଥିଲା ଏବଂ ସମସ୍ତ ନୋଟ ଫଟା ଥିଲା । ଏହାଛଡା ଏହା ଠିକ ଭାବେ ଛପା ଯାଇନଥିଲା । ଯାହାକୁ କେହି ଦେଖିଲେ ଜାଣି ପାରିବ ଯେ ନୋଟ ନକଲି ଥିଲା । ଅନେକ ନୋଟରେ ମଧ୍ୟ କଣା ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More