Only for Entertainment

ଉର୍ମିଳାଙ୍କ ବିରୋଧରେ ଆପତ୍ତିଜନକ କମେଂଟ କରିବାରୁ ୫୭ ବର୍ଷୀୟଙ୍କ ନାମରେ ଅଭିଯୋଗ ଦାଖଲ ।

32

ବଲିଉଡ ଅଭିନେତ୍ରୀ ବା କଂଗ୍ରେସର ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ଉପରେ ସୋସିଆଲ ମିଡିଆରେ କେହି ଜଣେ ଆପତ୍ତିଜନକ କମେଂଟ କରିଛି । ଏହି ମାମଲାରେ ପୋଲିସ ୫୭ ବର୍ଷୀୟ ଧନଂଜୟ କୁଦତାରକରଙ୍କ ବିରୋଧରେ ପୁଣେର ବିଶ୍ରାମବାଗ ଥାନାରେ ଏକ ଏଫଆଇଆର ଦେଇଛନ୍ତି । ଅବଶ୍ୟ ଏପର୍ଯ୍ୟନ୍ତ ଧନଂଜୟ କୁଦତାରକର ଗିରଫ ହୋଇନାହାଁନ୍ତି । ପୋଲିସ ଏହାର ଯାଂଚ କରୁଛି ।

କୁହାଯାଉଛି ଧନଂଜୟ ପୁଣେର ଅଧିବାସୀ । ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଧନଂଜୟ ଉର୍ମିଳାଙ୍କୁ ସେକ୍ସୁଆଲ କମେଂଟ ଭଳି ଆପତ୍ତିଜନକ କଥା ପୋଷ୍ଟ କରୁଥିଲେ ।

ଲୋକସଭା ନିର୍ବାଚନ ଯୋଗୁଁ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ । ସେ ଉତ୍ତର ଭାରତରୁ ଆଶାୟୀ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ । କିନ୍ତୁ ସେ ସେଠାରେ ହାରିଗଲେ । ଉର୍ମିଳାଙ୍କପଲିଟିକାଲ ଡେବ୍ୟୁ ଫ୍ଲପ ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More