Only for Entertainment

66th National Film Awards 2019 : ଆୟୁଷ୍ମାନ ଖୁରାନା – ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ଜାଣନ୍ତୁ କିଏ ହାତେଇଲା କେଉଁ ପୁରସ୍କାର

The Indian Movie Channel
94

କିଛି ସମୟ ପୂର୍ବରୁ ୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା କରାଯାଇଛି । ଫିଚର ଫିଲ୍ମ ଗୁଡିକର ୩୧ ଶ୍ରେଣୀରେ ନ୍ୟାସନାଲ ଆୱାର୍ଡ ଦିଆଯାଇଛି । ପ୍ରତିବର୍ଷ ନ୍ୟାସନାଲ ଆୱାର୍ଡ ବିଜେତାମାନଙ୍କ ଘୋଷଣା ଏପ୍ରିଲରେ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ଲୋକସଭା ନିର୍ବାଚନକ ପାଇଁ ଆୱାର୍ଡ ଫଙ୍କସନକୁ ପୋଷ୍ଟପୋନ କରାଯାଇଥିଲା । ତେବେ ଆସନ୍ତୁ ନଜର ପକାଇବା ବିଜେତାଙ୍କ ଲିଷ୍ଟ ଉପରେ…

ବେଷ୍ଟ ଫିଚର ଫିଲ୍ମ- ହେଲାରୁ (ଗୁଜୁରାଟୀ)
ବେଷ୍ଟ ନିର୍ଦ୍ଦେଶନା- ଆଦିତ୍ୟ ଧର (ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ)
ବେଷ୍ଟ ଆକ୍ଟ୍ରେସ୍- କିର୍ତିି ସୁରେଶ (ମହାନତୀ)
ବେଷ୍ଟ ଆକ୍ଟର- ଆୟୁଷ୍ମାନ ଖୁରାନା (ଅନ୍ଧାଧୁନ), ଭିକି କୌଶଲ (ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ)
ବେଷ୍ଟ ଡେବ୍ୟୁ ଡିରେକ୍ଟର- ସୁଧାକର ରେଡ୍ଡୀ ୟଙ୍କିତୀ, ଫିଲ୍ମ ନାଲ (ମରାଠୀ)
ବେଷ୍ଟ ସେପୋର୍ଟିଙ୍ଗ ଆକ୍ଟ୍ରେସ- ସୁରେଖା ସୀକରି (ବଧାଇ ହୋ)
ବେଷ୍ଟ ସେପୋର୍ଟିଙ୍ଗ ଆକ୍ଟର- ସ୍ୱାନନ୍ଦ କିରକିରେ (ଚୁମ୍ବକ)
ବେଷ୍ଟ ମେଲ ପ୍ଲେବ୍ୟାକ ସିଙ୍ଗର- ଅରିଜିତ ସିଂ, ଗୀତ-ବିଂତେ ଦିଲ..(ପଦ୍ମାବତ)
ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର- ବିନ୍ଧୁ ମାଳିନୀ, ନାଥୀଚରାମୀ (କନ୍ନଡ)

ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ – ଅନ୍ଧାଧୁନ
ବେଷ୍ଟ ଡାଏଲଗ୍ – ତାରୀଖ (ବଙ୍ଗାଳୀ)
ବେଷ୍ଟ କଷ୍ଟ୍ୟମ ଡିଜାଇନର – ଇଂନ୍ଦ୍ରାକ୍ଷୀ ପଟ୍ଟନାୟକ, ଗୌରାଙ୍ଗ ଶାହ, ଅର୍ଚ୍ଚନା ରାଓ, (ମହାନତୀ) (ତେଲୁଗୁ)
ବେଷ୍ଟ ମ୍ୟୁଜିକ ଡିରେକ୍ଟର – ସଂଜୟ ଲୀଳା ଭଂସାଲୀ
ବେଷ୍ଟ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ – ସାସ୍ୱତ ସଚଦେବା (ଉରୀ)
ବେଷ୍ଟ କୋରିଓଗ୍ରାଫି – ପଦ୍ମାବତ ( ଘୁମର)
ବେଷ୍ଟ ଲିରିକ୍ସ – ନାଥୀଚରାମୀ (କନ୍ନଡ)
ବେଷ୍ଟ ସ୍ପେଶଲ ଇଫେକ୍ଟସ – KGF (କନ୍ନଡ) AWE (ତେଲଗୁ)
ବେଷ୍ଟ ହିନ୍ଦୀ ଫିଚର ଫିଲ୍ମ- ଅନ୍ଧାଧୁନ
ବେଷ୍ଟ ତେଲଗୁ ଫିଲ୍ମ – ମହାନତୀ
ବେଷ୍ଟ ପଂଜାବୀ ଫିଲ୍ମ – ହରଜୀତା
ବେଷ୍ଟ ସୋସିଆଲ ଇଶ୍ୟୁ ଫିଲ୍ମ – ତାଲା ତେ କୁଞ୍ଜି
ବେଷ୍ଟ ଫିଲ୍ମ କ୍ରିଟିକ ଆୱାର୍ଡ – ବ୍ଲେସ ଜାଁନୀ ଏବଂ ଅନନ୍ତ ବିଜୟ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More