Only for Entertainment

ପୋଷଣ ଅଭାବରେ ସାରା ଦୁନିଆର ଧ୍ୟାନକୁ ନିଜ ପାଶ୍ୱର୍କୁ କରିଥିବା ୭ ବର୍ଷର ଛୁଆ ଅମଲର ମୃତ୍ୟୁ ।

punjab kesari
24

ପୋଷଣ ଅଭାବରେ ସମସ୍ତଙ୍କ ଧ୍ୟାନ ନିଜ ପାଶ୍ୱର୍କୁ କରିଥିବା ୭ ବର୍ଷର ଛୁଆ ଅମଲ ହୁସୈନଙ୍କର ମୃତ୍ୟୁ ହୋଇଛି । କିଛି ଦିନ ପୂର୍ବରୁ ପୋଷଣ ଅଭାବରେ ଥିବା ଏହି ପିଲାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସାଉଦି ଆରବରେ ପ୍ଲେନ ଆକ୍ରମଣରେ ଅମଲଙ୍କ ପରିବାରକୁ ୩ ବର୍ଷ ପୂର୍ବରୁ ପାହାଡ଼ରେ ନିଜ ଘର ଛାଡ଼ି ଚାଲି ଆସିବାକୁ ପଡ଼ିଥିଲା । ଅମଲଙ୍କ ମୃତ୍ୟୁ ପରେ ତାଙ୍କ ରୋଗିଣୀ ମା କହିଛନ୍ତିଯେ ଏହି ଘଟଣାରେ ସେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ପିଲା ଭୋକ ସହିତ ଲଢି ମୃତ୍ୟୁ କରିଦେଲା ।ହସ୍ପିଟାଲରେ ପଡ଼ି ରହିଥିବା ୭ ବର୍ଷୀୟ ଅମଲ ହୁସୈନ ଯୁଦ୍ଧରେ ପରିସ୍ଥିତି ସହିତ ଲଢି ଲଢି ସାରା ଦୁନିଆର ଧ୍ୟାନ ନିଜ ପାଶ୍ୱର୍କୁ ଟାଣିଥିଲା ।

ଭୋକ ବିକଳରେ ପିଲାଟି ଏତେ ଦୁର୍ବଳ ହୋଇ ପଡ଼ିଥିଲାଯେ ଶରୀରର ପ୍ରତ୍ୟେକଟି ହାଡ଼କୁ ଗଣି ହେଉଥିଲା । ଗତ ସପ୍ତାହରେ ଦ ନ୍ୟୁୟର୍କ ଟାଇମ୍ସରେ ଏହି ଖବର ବାହାରିବା ପରେ ସମସ୍ତେ ସହାୟତା ପାଇଁ ହାତ ବଢାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଅମଲ ସାରା ଦୁନିଆରୁ ବିଦାୟ ନେଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More