Only for Entertainment

ଅସୀମା ପଣ୍ଡାଙ୍କ ଯାଦୁଭରା କଣ୍ଠରେ ଶୁଣନ୍ତୁ ୮୦ଦଶକ ଫିଲ୍ମର ଗୀତ ‘ନିଦ ଭରା ରାତି’ , ଦେଖନ୍ତୁ !

335

ଦିବଙ୍ଗତ ଲେଖକ ଏବଂ କବି ମହମ୍ମଦ ନିଜାମଙ୍କ ଓଲିଉଡରେ ମହତ ଅବଦାନ ରହିଛି । ଯାହାକୁ ଆଜି ଲୋକେ ଶୁଣିଲେ ତାଙ୍କୁ ମନେ ପକାନ୍ତି । ସେ ଓଡିଆ ଫିଲ୍ମ ପ୍ରେମୀଙ୍କ ହୃଦୟରେ ଚୀରଦିନ ପାଇଁ ଛାପ ଦେଇଯାଇଛନ୍ତି । ଲିଙ୍ଗ, ଧର୍ମ, ବର୍ଗ ଏବଂ ବୟସ ସମସ୍ତଙ୍କୁ ତାଙ୍କ ଗୀତ ଖୁବ ପ୍ରଭାବିତ କରିପାରିଛି । ତାଙ୍କର ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଅବଦାନ ଅଭୂଲା । ଏହି ଗୀତ ଦ୍ୱାରା ତାଙ୍କୁ ବିନମ୍ର ଶ୍ରଦ୍ଧାଂଜଳୀ ପ୍ରଦାନ କରାଯାଇଛି ।

ଗୀତର ବୋଲି ରହିଛି ‘ନିଦ ଭରା ରାତି’ । ଏହା ୮୦ଦଶକ ଫିଲ୍ମର ଗୀତ । ଯାହା ଆଜି ଲୋକଙ୍କର ଖୁବ ପସନ୍ଦିତା ସଂଗୀତ ମଧ୍ୟରୁ ଗୋଟିଏ । ଯାହାକୁ ରିକ୍ରିଏଟ କରାଯାଇଛି ।

ଗୀତରେ କଣ୍ଠଦାନ କରିଛନ୍ତି ସୁମଧୂର କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଏହି ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଥିଲେ ମହମ୍ମଦ ନିଜାମ । ଏହି ଗୀତକୁ ରିକ୍ରିଏଟ କରିଛନ୍ତି ଅସଦ ନିଜାମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More